• Home
  • LIFESTYLE
  • ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା
LIFESTYLE

ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

ଆମେ ସମସ୍ତେ ଜାଣିଛେ, କ୍ୟାପସିକମ ପରିବା ଦେଖିବାକୁ ଯେମିତି ମନୋରମ ଖାଦ୍ୟକୁ ମଧ୍ୟ ସେମିତି ସୁସ୍ଵାଦୁ କରିଥାଏ । ବଜାରରେ ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ । ସାଧାରଣତଃ ଆମେ କ୍ୟାପ୍‌ସିକମ୍‌କୁ ତରକାରୀ କିମ୍ୱା ସାଲାଡ୍‌ରେ ବ୍ୟବହାର କରୁ।କ୍ୟାପ୍‌ସିକମ୍‌ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ର ଉପକାରିତା ସଂପର୍କରେ।

  • ଯେଉଁମାନେ ଦୈନନ୍ଦିନ ଖାଦ୍ୟରେ କ୍ୟାପସିକମ୍‌କୁ ସାମିଲ କରନ୍ତି ସେମାନଙ୍କର ଅଣ୍ଟା ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ଏଥିରେ ଥିବା ଏକ ରାସାୟନିକ ଦ୍ରବ୍ୟ ଯନ୍ତ୍ରଣାକୁ ଲାଘବ କରିଥାଏ।
  • କ୍ୟାପସିକମ୍ ଓଜନ ହ୍ରାସ ମଧ୍ୟ କରିଥାଏ। ଏଥିରେ କ୍ୟାଲେରୀ ନଥାଏ କହିଲେ ଚଳେ।
  • ବିଶେଷଜ୍ଞଙ୍କ ମତରେ ପ୍ରତିଦିନ କ୍ୟାପସିକମ୍ ଖାଇବା ଦ୍ୱାରା ମାରାମତ୍କ କ୍ୟାନସର ହେବାର ଭୟ କମିଥାଏ।
  • କ୍ୟାପସିକମ୍‌ରେ ପ୍ରଚୁର ମାତ୍ରା ଭିଟାମିନ୍ ସି ଥିବାରୁ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।
  • କ୍ୟାପସିକମ୍ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ନିୟନ୍ତ୍ରଣ ରହେ।
  • ଲାଲ୍ ରଙ୍ଗର କ୍ୟାପସିକମ୍ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି   ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

ପଢନ୍ତୁ, ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ

Related posts

ଜାଣନ୍ତୁ ଘରୋଇ ଉପାୟରେ ରୋଷେଇଶାଳ ପାଇଁ କିଛି ଟିପ୍ସ

Krishna Kumar Manoj

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

Krishna Kumar Manoj

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More