Bollywood

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବ

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବ

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ପରଦାରେ ନଜର ଆସିବ । ୟସ ରାଜ ବ୍ୟାନରର ଆଗାମୀ ସିନେମା ‘ସୁଇ ଧାଗା ମେଡ଼ ଇନ ଇଣ୍ଡିଆ’ ରେ ଏହି ଦୁଇ ଜଣ ନଜର ଆସିବେ ।

ସିନେମାର ନର୍ମାତା ହେଲେ ମନୀଷ ଶର୍ମା ଏବୋଂ ଲେଖକ ଶରତ କଙ୍କାରିଆ ଏହାର କାହାଣୀ ଲେଖୁଛନ୍ତି । ଏହି ଯୋଡି ଆଗରୁ ସୁପେରହିଟ ସିନେମା ଦମ ଲଗ।କେ ହୈସା ରେ କାମ କରିସାରିଛନ୍ତି । 

ବରୁଣ ଓ ଅନୁଷ୍କା ଉଭୟ ଏହି ସିନେମା ପାଇଁ ଏବୋଂ ପ୍ରଥମ ଥର ଏକାଠି କ।ମ କରିବା ପାଇଁ ବହୁତ ଉତ୍ସ୍ତାହିତ ଅଛନ୍ତି.

ବରୁଣ ଧାୱନ ଏନେ ତାଙ୍କର ଆଗାମୀ ସିନେମାଜୁଡ଼ୱା ୨ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ ନଜର ଆସିବେ ।

 ଏହାସହ ଅନୁଷ୍କା ଶର୍ମା ତାଙ୍କ ଆଗମାୀ ସିନେମା ‘ଜବ ହ୍ୟାରି ମେଟ୍ ସେଜଲ’ କୁ ନେଇ ଖୁବ ଆଶାବାଦି ଅଛନ୍ତି । ଏହି ସିନେମାରେ ତାଙ୍କ ସହ ଶାହରୁଖ ଖାନ ନଜର ଆସିବେ ।

ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବ

Related posts

Popular Singer Falguni Pathak Much Happy To Work With Shah Rukh Khan

ENO Beuro

Superstar Sunny Deol Is Worry About Karan Deol’s Acting Career

ENO Beuro

Aditya Roy Kapur Sharing Screen Space With Sonakshi Sinha

ENO Beuro

1 comment

Leave a Comment