Spread the loveସର୍ପ ଏକାଧାରରେ ଭୟଙ୍କର , ବିଷଧର ଓ ହିଂସ୍ର । ସାଧାରଣତଃ ଆମେ ସମସ୍ତେ ସାପକୁ ଭୟ କରୁ , କିଛି ଲୋକ ତ ସାପକୁ ଦେଖିଲା ମାତ୍ରେ ହିଁ... ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ
Spread the love

ସର୍ପ ଏକାଧାରରେ ଭୟଙ୍କର , ବିଷଧର ଓ ହିଂସ୍ର । ସାଧାରଣତଃ ଆମେ ସମସ୍ତେ ସାପକୁ ଭୟ କରୁ , କିଛି ଲୋକ ତ ସାପକୁ ଦେଖିଲା ମାତ୍ରେ ହିଁ ବାଡେଇ ବାଡେଇ ମରିଦିଅନ୍ତି । ମାତ୍ର ହିନ୍ଦୁ ଧର୍ମରେ ସର୍ପର ବିଶେଷ ମହତ୍ଵ ରହିଛି । ଏହାକୁ କିଛି ଲୋକ ନାଗ ଦେବତା ତ ଆଉ କିଛି ଲୋକ ସ୍ଵୟଂ ଭଗବାନ ଶଙ୍କରଙ୍କ ସ୍ୱରୂପ ବୋଲି ମାନନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ସାପ ଦେଖିଲେ ଶୁଭ ହୁଏ ବୋଲି କୁହାଯାଏ। କେଉଁଠି ଓ କେତେବେଳେ କେଉଁ ରଙ୍ଗର ସାପ ଦେଖିଲେ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା।

  • ଯଦି ଆପଣ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖନ୍ତି, ତା’ହେଲେ ଧନଲାଭ ହୋଇପାରେ।
  • ଯଦି ଆପଣ ସ୍ୱପ୍ନରେ ଏକରୁ ଅଧିକ ଧଳା ସାପ ଦେଖନ୍ତି, ତା’ହେଲେ ଜାଣନ୍ତୁ ନାଗ ଦେବତାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି।
  • ସୋମବାର ଓ ପଞ୍ଚମୀରେ ସାପ ଦେଖିଲେ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
  • ଘରେ ଅବା ବାହାରେ କେଉଁଠି ଧଳାର ରଙ୍ଗର ସାପ ଦେଖିଲେ ମଧ୍ୟ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
  • ଯଦି ସାପ ଫଣା ଟେକି ରହିଥିବାର ଆପଣ ଦେଖନ୍ତି ତା’ହେଲେ ଶୁଭଫଳ ପ୍ରାପ୍ତି ହେବ ବୋଲି ଜାଣନ୍ତୁ।
  • ସାପ ଲଢ଼େଇ କରୁଥିବାର ଦେଖିଲେ କୌଣସି ବିବାଦରେ ଫସି ପାରନ୍ତି।

ଯଦି ସ୍ୱପ୍ନରେ ଆପଣ ବହୁତ ସାପ ଦେଖନ୍ତି ତା’ହେଲେ ଦେବତାମାନେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ

ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି

ପଢନ୍ତୁ, ଆଜିଠୁ ଗୌହାଟୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ; ହ୍ରାସ ହୋଇପାରେ ବହୁ ସାମଗ୍ରୀର ଶୁଳ୍କ ହାର

No comments so far.

Be first to leave comment below.

Your email address will not be published. Required fields are marked *