LIFESTYLE

ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ

ରୋଷେଇ କରିବା ସମସ୍ତଙ୍କୁ ପ୍ରାୟତ ଭଲ ଲାଗେ । କିନ୍ତୁ ରୋଷେଇ ସରିବା ପରେ କେମିତି ଖାଦ୍ୟ ପରଷିବା ଏହା ଏକ କଳା ଅଟେ । କୁହାଯାଏ କି ସଠିକ୍ ଢଙ୍ଗରେ ଖାଦ୍ୟ ପରଷା ଗଲେ ତାହାର ସ୍ବାଦ ଦୁଇ ଗୁଣ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଏହି ଦିଗ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ :-

  • ପ୍ରଥମେ ଖାଦ୍ୟ ପରଷିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ପ୍ରଥମେ ପାଣି ଗ୍ଲାସ ଟେବୁଲ ଉପରେ ବା ଯେଉଁଠି ଖାଉଥିବେ ରଖନ୍ତୁ ।
  • ଖାଦ୍ୟ ପରଷିବା ବେଳେ ବାସନ ସଫା ପ୍ରତି ଧ୍ୟାନ ଦିଅନ୍ତୁ ।
  • ଫ୍ଲେଟ୍ , ଗିନା ଓ ଚାମଚ ଏକାପରି ଦେଖାଯାଉଥିବା ଉଚିତ୍ ।
  • ଅଲଗା ଅଲଗା ବ୍ୟଞ୍ଜନ ପାଇଁ ଅଲଗା ଅଲଗା ଚାମଚ ରଖନ୍ତୁ ।
  • ଡିଜର୍ଟ ପାଇଁ ଅଲଗା ଗିନା ଓ ଚାମଚ ରଖନ୍ତୁ ।
  • ଡାଲି ବା ତରକାରୀ ପାଇଁ ବଡ ଗିନା ଏବଂ ଚଟଣୀ ପାଇଁ ଅଲଗା ଛୋଟ ଗିନା ରଖନ୍ତୁ ।
  • ଖୀରି ଓ ମାଲପୁଆ ପରଷିବା ବେଳେ ଡ୍ରାଏ ଫ୍ରୁଟସ୍ ପକାଇବାକୁ ଭୁଲନ୍ତୁ ନାହିଁ ।

ପଢନ୍ତୁ ;

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁର କରିପାରନ୍ତି ତୃତୀୟ ବିବାହ , ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା

Related posts

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ENO Beuro

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

Ratnamani Moharana

ଆସନ୍ତୁ ଜାଣିବା ଦହି ଓ ଭାତର ଉପକାରିତା

ENO Beuro

Leave a Comment