EnewsOdia.Com

ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସ

ସବୁ ମା’ ବାପା ଚାହାଁନ୍ତି ତାଙ୍କର ଗୋଟିଏ କ୍ୟୁଟ ଗୋରା ଓ ହେଲଦି ଛୁଆ ହେଉ । କୌଣସି ମା’ ବାପା ଚାହାନ୍ତି ନାହିଁ କି ତାଙ୍କର ପିଲା ଅନହେଲଦି ହେଉ ବା କମ କଲର ହେଉ । ସେଥିପାଇଁ ସେମନେ ଅନେକ ଉପାୟ ଆପଣାଇଥାନ୍ତି । ଅନେକ ଔଷଧ ସେବନ କରିଥାନ୍ତି ତ କେଉଁମାନେ ପ୍ରକୃତିକ ଉପାୟ ଆପଣାଇ ଥାନ୍ତି । ହେଲେ ଔଷଧ ର ଅନେକ ସାଇଡ ଇଫେକ୍ଟ ଥାଏ । ତେବେ ଚାଲନ୍ତୁ ଜାଣିବା ଗୋରା ଓ ହେଲଦି ଛୁଆ ହେବା ପାଇଁ କଣ ସବୁ ପ୍ରକୃତିକ ଉପାୟ ରହିଛି ।

୧. କ୍ଷୀର ସହିତ କେଶର

ଆପଣମାନେ ଶୁଣିଥିବେ କି କେଶର ଯୁକ୍ତ କ୍ଷୀର ପିଇଲେ ଛୁଆ ଗୋରା ଜନ୍ମ ହୋଇଥାଏ । ଏହି କେଶର ରେ ଏମିତି ବହୁତ କିଛି ଗୁଣ ଥାଏ ଯାହା ଆପଣଙ୍କ ଛୁଆକୁ ଗୋରା କରିଥାଏ । କିନ୍ତୁ କେଶରକୁ ଲିମିଟେଡ ଖାଇବା ଦରକାର । ଅଧିକ କେଶର ଖାଇଲେ ଆପଣଙ୍କ ଗର୍ଭାଶୟ ସଂକୀର୍ଣ୍ଣ ହେବାର ଚାନ୍ସ ଥାଏ । ୨-୩ ପାଖୁଡା ଗୋଟିଏ ଗ୍ଳାସ କ୍ଷୀରରେ ଖାଆନ୍ତୁ ।

୨. ପଇଡ ପାଣି

ପ୍ରେଗ୍ନେଂସୀ ଟାଇମରେ ପଇଡ ପିଇବା ବହୁତ ଭଲ ହୋଇଥାଏ । ଏହା ମା’ର ହାଇଡ୍ରେଶନ ଲେଭଲ ବି ଠିକ ରଖିଥାଏ ଓ ସକାଳୁ ସକାଳୁ ହେଉଥିବା ୱିକନେସ କୁ ବି କମ କରିଥାଏ । ଏହା ଛଡା ଏହା ଛୁଆକୁ ଗୋରା କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

୩. କ୍ଷୀର ଓ ଅଣ୍ଡା

ଆପଣ ସବୁଦିନ ରାତିରେ ଗରମ କ୍ଷୀର ପିଇ ଶୁଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ ଓ ଆପଣଙ୍କ ଛୁଆକୁ ଉପଯୁକ୍ତ ପୋଷଣ ମିଳିଥାଏ । ଏହା ଛଡା ଅଣ୍ଡାର ଧଳା ଭାଗକୁ ସବୁଦିନ ଖାଆନ୍ତୁ । ଏହା ଦ୍ଵାରା ମଧ୍ୟ ଆପଣଙ୍କ ପିଲା ଗୋରା ଓ ହେଲଦି ଜନ୍ମ ହୋଇଥାଏ । କ୍ଷୀର ଓ ଅଣ୍ଡାରୁ ବହୁତ ପ୍ରକାରର ଭିଟାମିନ ଓ ପ୍ରୋଟିନ ମିଳିଥାଏ ଯାହା ଆପଣଙ୍କ ପିଲାର ବିକାଶରେ ସହାୟକ ହୋଇଥାଏ ।

୪. ପେସ୍ତା ବାଦାମ

ଆପଣ ବାଦାମକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ ଓ ସକାଳେ ଏହାକୁ କ୍ଷୀର ସହିତ ମିଶାଇ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ପିଲାର ସ୍କିନ ଓ ହେୟାର ଉପରେ ପଜିଟିଭ ଇଫେକ୍ଟ ପଡିଥାଏ ।

୫. ଘିଅ

ପ୍ରେଗ୍ନେଂସୀ ସମୟରେ ଆପଣ ବହୁତ ପ୍ରକାରର ତେଲ ଯୁକ୍ତ ଖାଦ୍ଯ ଖାଇଥାନ୍ତି । ଏହାକୁ ଛାଡି ଆପଣ ଘିଅ ୟୁଜ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଡେଲିଭରି ଠିକ ଭାବରେ ହୁଏ ଓ ପିଲା ମଧ୍ୟ ଗୋରା ଜନ୍ମ ହୋଇଥାଏ ।

୬. ଫୃଟ ଡାଏଟ

ଆପଣ ସବୁଦିନ ସକାଳେ କମଳା ଖାଇ ପାରିବେ । କାରଣ ଏହା ଏକ ଆଣ୍ଟି ଅକ୍ସିଡେଣ୍ଟର କାମ କରିଥାଏ ଓ ଆପଣଙ୍କ ପିଲା ଗୋରା ଜନ୍ମ ହୋଇଥାଏ । ଆପଣ ଅଙ୍ଗୁର ମଧ୍ୟ ଖାଇ ପାରିବେ

ସମ୍ବନ୍ଧିତ ଖବର

ଓଡ଼ିଶାରେ ଲୁଚିଛିକି ନାବାଳିକା ଅପହରଣକାରୀ ଧବଳ ତ୍ରିବେଦୀ

Ratnamani Maharana

ଆମେରିକାକୁ ସୁଲେମାନୀଙ୍କ ଝିଅର ଧମକ

Ratnamani Maharana

ଅଦ୍ଭୁତ ସମସ୍ୟାରେ କଲବଲ ହେଉଛି ନାବାଳକ, ଅଦୃଶ୍ୟ ଭାବେ ଶରୀରରେ ଲାଗିଯାଉଛି ବିଷ୍ଠା!

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana

ଜାତୀୟ ଷ୍ଟ୍ରିଟ୍‌ଫୁଡ଼୍‌ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ କଟକ ଦହିବରା

Ratnamani Maharana