News

ଫେସବୁକ ରୁ ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ଫେରି ପାଇବାକୁ ଯାଣନ୍ତୁ କିଛି କଥା

ଅନେକ ସମୟରେ ଭୁଲ ବଶତଃ ଫେସବୁକ ରୁ ଡାଟା କିମ୍ବା କୌଣସି ଫଟୋ ଡିଲିଟ୍‌ ହେଇଯାଇଥାଏ । ପରେ ସେହି ଫଟୋ କିମ୍ବା ଡାଟା ଗୁଡିକର ଆବଶ୍ୟକତା ପଡିଥାଏ।

ସେଗୁଡିକୁ ପୁଣି ଥରେ କେମିତି ଫେରିପାଇବେ  ଏଥିପାଇଁ ଫେସବୁକରେ ସମସ୍ତ ସୁବିଧା ରହିଛି । ଫେସବୁକରୁ କିପରି ଫେରିପାଇବେ ଡିଲିଟ୍‌ ହୋଇଯାଇଥିବା ଡାଟା। ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ଫେରି ପାଇବାକୁ ଯାଣନ୍ତୁ କିଛି କଥା ।

୧. ପ୍ରଥମେ ଫେସବୁକର ସେଟିଂ ଅପସନକୁ ଯାଆନ୍ତୁ।

୨. ସେଟିଂ ଲିଷ୍ଟରେ ସମ୍ପୂର୍ଣ୍ଣ ତଳେ ଦିଆଯାଇଥିବା ଡାଉନଲୋଡ ଏ କପି ଅଫ ୟୋର ଫେସବୁକ୍ ଉପରେ କ୍ଲିକ୍ କରନ୍ତୁ।

୩. ଏହାପରେ ଷ୍ଟାର୍ଟ ମି ଆରଚିବ ଉପରେ କ୍ଲିକ୍ କରିନ୍ତୁ, ଏକ ପପ୍ ଅପ ମେସେଜ ଆସିବ। ମେସେଜଟିକୁ ଭଲ ଭାବରେ ପଢି ଓକ  କ୍ଲିକ କରନ୍ତୁ।

୪. ଏହାପରେ ଫେସବୁକ ଆପଣଙ୍କୁ ଏକ ଏ-ମେଲ ଲିଙ୍କ୍ ପଠାଇବ। ଏହି ଲିଙ୍କ୍ ମାଧ୍ୟମରେ ଡିଲିଟ ହୋଇଯାଇଥିବା ସମସ୍ତ ଡାଟା ଡାଉନ ଲୋଡ କରିପାରିବେ।

ଫେସବୁକ ରୁ ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ଫେରି ପାଇବାକୁ ଯାଣନ୍ତୁ କିଛି କଥା  ଫେସବୁକ ରୁ ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ଫେରି ପାଇବାକୁ ଯାଣନ୍ତୁ କିଛି କଥା

Related posts

୪ଟି ପ୍ରଜାତିର ଗଛକୁ ନକାଟିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତ

ENO Beuro

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

ENO Beuro

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More