Bollywood

ହିନ୍ଦୀ ଛବି ଗୋଲ୍ଡ ପରେ ମୌନୀ ରୟ, ଆୟୁଷ ଶର୍ମା ଙ୍କ ବିପକ୍ଷରେ ଦେଖାଦେବେ

ମୌନୀ ରୟ ବେଶ ଜଣାଶୁଣା ନାୟିକା। ନାଗିନ ଚରିତ୍ର ଟି ତାଙ୍କୁ ବେଶ ନା ଦେଇଛି। ଟିଭି ଜଗତର ସଫଳତା ପରେ ମୌନୀ ଏବେ ତାଙ୍କ ପଦ ବଲୀଉଡ ସିନେମା ଜଗତରେ ଥାପିଛନ୍ତି।

ସେ ଏବେ ଅକ୍ଷୟ କୁମାରଙ୍କ ଅପୋଜିଟ୍‌ରେ “ଗୋଲ୍ଡ” ଟାଇଟଲରେ ନିର୍ମିତ ଏକ ସିନେମାରେ କାମ କରୁଛନ୍ତି । ଏହା ତାଙ୍କର ପ୍ରଥମ ବଲୀଉଡ ସିନେମା। ଏହାର ପ୍ରଯୋଜନା ଫରହାନ୍‌ ଅଖତର୍‌  ଓ ରିତେଶ ସିଦ୍ଧିଓ୍ଵାନି କରୁଛନ୍ତି ଏବଂ ରୀମା କାଗ୍‌ତି ନିର୍ଦ୍ଦେଶନା ଦେଉଛନ୍ତି ।

ଗୋଲଡ୍‌  ୨୦୧୮ ସ୍ୱାଧୀନତା ଦିବସ ଅବସରରେ ରିଲିଜ୍‌  ହେବାର ଲକ୍ଷ୍ୟ ରହିଛି ।   ମୌନି ଏହାର କମ ଶେଷ କରିବା ପରେ ଆୟୁଷ ଶର୍ମାଙ୍କ ସହ ସୁଟିଂ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ସଲମାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ବିପକ୍ଷରେ ଲୋକପ୍ରିୟ ଟିଭି ଆକ୍ଟ୍ରେସ୍‌ ମୌନି ରୟ ନାୟିକା ହେବେ ।ଏହାର ଟାଇଟଲ୍ ହେଲା ରାତ୍ ବାକି। ଏଠାରେ ସୂଚନାଯୋଗ୍ୟଯେ ଏହି ସିନେମାର ପ୍ରଯୋଜନା କରିବେ ନିଜେ  ସଲମାନ୍‌  ଖାନ୍‌ ।

ହିନ୍ଦୀ ଛବି ଗୋଲ୍ଡ ପରେ ମୌନୀ ରୟ, ଆୟୁଷ ଶର୍ମା ଙ୍କ ବିପକ୍ଷରେ ଦେଖାଦେବେ   ହିନ୍ଦୀ ଛବି ଗୋଲ୍ଡ ପରେ ମୌନୀ ରୟ, ଆୟୁଷ ଶର୍ମା ଙ୍କ ବିପକ୍ଷରେ ଦେଖାଦେବେ

ଆହୁରି ଅଧିକ ଜାଣନ୍ତୁ ତପସୀ ପାନୁ ଙ୍କ ଆଗାମୀ ମୁଭି ବିଷୟରେ.

Related posts

Jagga Jasoos, Directed By Anurag Basu Will Hit The Screens On July 14, 2017

ENO Beuro

Vidya Balan’s Movie “Tumhari Sulu” Releases Today

ENO Beuro

Taapsee Pannu Will Be A Part Of filmmaker Anubhav Sinha’s Mulk

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More