EnewsOdia.Com

ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ୨୪ ଘଣ୍ଟା ଭିତରେ କୋଟିଏ ଟଙ୍କାର ଜରିମାନା

୨୪ ଘଣ୍ଟା ମଧ୍ୟରେ ୩୮୭୦ ଜଣଙ୍କ ପାଖରୁ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ଦୁଇ ଚକିଆ ଯାନରେ ତିନି ଜଣ ବସି ଯାଉଥିବା ବେଳେ ୧୨୬ ଜଣ, ଗାଡି ଚଲାଉଥିବା ବେଳେ ୪୮, ରାସ୍ତାର ବିପରିତ ଦିଗରେ ଗାଡି ଚଳାଇ ୧୦, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪, ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିବା ବେଳେ ୧୮୩୧, ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ୨୭୭ ଓ ବିନା ସିଟ ବେଲ୍ଟ ଲଗାଇ ଗାଡି ଚଳାଉଥିବା ବେଳ ୩୪୯ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ତେବେ ଆଟିଓ ୧୭୫୮ ଜଣଙ୍କ ପାଖରୁ ୮୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ପୋଲିସ ଦ୍ୱାରା ୨୧୧୨ ଜଣଙ୍କ ପାଖରୁ ୧୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଆଜି ଭୁବନେଶ୍ୱରରେ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନ ବସ ସିଜ୍ କରିଛି ଆରଟିଓ । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଉଭୟ ଗାଡିକୁ ୨୫୫୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ପଢନ୍ତୁ: ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

ସମ୍ବନ୍ଧିତ ଖବର

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana

ବଇଁଶୀ ବଜାଇ ଦୃଷ୍ଟିହୀନ ପବିତ୍ର ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ…

admin

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

ରାଜଧାନୀରେ ଆରମ୍ଭ ହେଲା ‘ମୁଁ ସିଟି ସେଭିୟର୍’ ଆପ୍

Ratnamani Maharana

ମଝି ରାସ୍ତାରେ ଫାଟିଲା ବସ୍‌ ଚକ

Ratnamani Maharana