News

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି।ମୃତ ଯୁବକଙ୍କ ଉପରେ ମାଡିଯାଇଥିଲା ଏକ ପ୍ରାଇଭେଟ ବସ।

ଦୁର୍ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ବସଟିକୁ ଭଙ୍ଗାରୁଜା କରିଛନ୍ତି।ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଖୁବ ଉତ୍ତେଜନା ପ୍ରକାଶ ପାଇଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରିକି ଘଟଣାର ତଦନ୍ତ ଜାରି ରଖିଛି।

ପଢନ୍ତୁ:ଭାଲେନଟାଇନସ୍ ଡେ ରେ ପରଦାକୁ ଆସିବା ‘ଗଲି ବୟ’

Related posts

ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରିଙ୍କ ପରଲୋକ!

ENO Beuro

କନଷ୍ଟେବଳଙ୍କ ମାନବିକତା: ହୃଦଘାତ ରୋଗୀଙ୍କୁ ବଞ୍ଚାଇଲେ

ENO Beuro

Odisha CM Announced Rs 12 lakh Cash Award For Junior Para-Athlete Jayanti Behera

ENO Beuro

Leave a Comment