News

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

ବାଲେଶ୍ୱର ଜିଲ୍ଲା ରାଇବଣିଆରେ ଏକ ବସ୍ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି।

ସୂଚନାଅନୁସାରେ,‘କ୍ଷୀରଚୋରା’ ନାମକ ସେ ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ଖଡ଼ିକା ଅଭିମୁଖେ ଯାଉ ଥିଲା। ସେଥିରେ ପ୍ରାୟ ୪୦ ସରିକି ଯାତ୍ରୀ ଥିଲେ। ସେ ଗ୍ରାମ ସଡ଼କରେ ଅନ୍ୟ ଗୋଟିଏ ଗାଡ଼ିକୁ ଅତିକ୍ରମ କରାଇ ବାକୁ ବାଟ ଛାଡ଼ିବା ବେଳେ ବସ୍‌ଟି ସନ୍ତୁଳନ ରକ୍ଷା କରି ନ ପାରି ଏକ ବିଲକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

bus ଓଲଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ bus

ପଢନ୍ତୁ;ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ,୪ଜଣ ଜୀବନ୍ତ ଦଗ୍ଧ

Related posts

ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

ENO Beuro

ତେଜପ୍ରତାପ ଯାଦବ ନିଖୋଜ !

ENO Beuro

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More