Loading...

ଓଡିଶାରେ ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୧୨.୪୦ ପ୍ରତିଶତ । ୫ଶହ ଉପରେ ରହିଛି ୪ଟି ଜିଲ୍ଲା । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୧୮୮ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦ ଓ ସମ୍ବଲପୁର ୫୭୦ ରହିଛି ନୂଆ କେସ୍‌ ରହିଛି । ସେହିପରି ୨୦ ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ। ୨୪ ଘଣ୍ଟାରେ ୮୧ ହଜାର ୬୫ ଟେଷ୍ଟିଂ ହୋଇଛି । ୦ରୁ ୧୮ ବର୍ଷ ବସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୮୭୨ । ରାଜ୍ୟରେ ଆଜି ୪୪ ହଜାର ୩୪୯ ରହିଛି ଆକ୍ଟିଭ୍‌ କେସ୍‌ ରହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.