Entertainment

‘100% LOVE’ର ଶୁଭ ମୁହୁରତ

ବଦଳିଛି ଜୀବନ,ବଦଳିଛି ବଞ୍ଚିବାର ଷ୍ଟାଇଲ,ଗୋଟିଏ ଅର୍ଥରେ କହିବାକୁ ଗଲେ ନର୍ସରୀ କ୍ଲାସ ଶିଶୁଙ୍କ ଠୁ ଆରମ୍ଭ କରି ନର୍ସ,କାମବାଲି ଆୟା ଠୁ ଆରମ୍ଭ କରି କଲେକ୍ଟର,ବେକାରି ଠୁ ବିଜେନ୍ସେ ମ୍ୟାନ ,ଖରା ଠୁ ତରା ଯାଏ ସମସ୍ତେ ନିଜ ନିଜ ଲାଇଫ କୁ ନେଇ ବ୍ୟସ୍ତ ଆଉ ଟେନସନ,ହେଲେ ସବୁବେଳେ ଯେ ନବରତ୍ନ ତେଲ ଆପଣଙ୍କ ଟେନସନକୁ ରିଲାକ୍ସ ଦବ ତା ନୁହେଁ।,ସେଥିପାଇଁ ସମସ୍ତଙ୍କର ଦରକାର ଟିକେ ଏଣ୍ଟରଟେନମେଣ୍ଟ ଆଉ ଟିକେ ହୃଦୟ ଖୋଲା ହସ। ଆଉ ସେ ହସର ଖୋରାକ ଯଦି ସିନେମା ହୁଏ ତାହାଲେ ହାପିନେସ ଟା ଡବଲ ହେଇଯିବ। ଆଉ ସେ ସିନେମା ଯଦି,ବାପୁ ଗୋସ୍ଵାମୀଙ୍କ ଭାବନା ଆଉ କଲମର କାଳି,ଲଲିତ କୁମାରଙ୍କ ମିଠା ମିଠା ସୁର,ପ୍ରଡୁସରଙ୍କ ବୁଦ୍ଧଦେବ ସାହୁ ଓ ବିରେନ ମହାପାତ୍ରଙ୍କ ଇଚ୍ଛା ,ଆଉ ସର୍ବପୋରି ମାଷ୍ଟର ବ୍ଲଷ୍ଟର କୋରିୟଗ୍ରାଫର ଡାଇରେକ୍ଟୋର ଯୋଡି ଲୁବୁନ ଟୁବୁନଙ୍କ ଯାଦୁଗୁରି ସ୍ପର୍ଶ ପାଏ ,ତାହାଲେ କାହାଣୀକୁ ଜୀବନ ମିଳିଯିବ।

ଖାସ ସେଥିପାଇଁ ,ଆପଣଙ୍କୁ ମନ ଖୋଲି ହସେଇବା ପାଇଁ ଆଉ ଜୀବନରେ ଅବା ସବୁ ପ୍ରକାର loveକୁ ମିଶେଇବା ପାଇଁ ଗୋଟେ 100%loveର ପରିକଳ୍ପନା।

100% loveରେ ଯେଉଁମାନେ 100% effort ଦେବାକୁ ପ୍ରୟାସ କରିଛନ୍ତି ସେମାନେ ହେଲେ –

ପ୍ରୋଯୋଜନାରେ- ବୁଦ୍ଧଦେବ ସାହୁ ଓ ବିରେନ ମହାପାତ୍ର

ନୃତ୍ୟ,ଚିତ୍ରନାଟ୍ୟ ଓ ନିର୍ଦେଶନାରେ – ଲୁବୁନ ଟୁବୁନ

କାହାଣୀ ଓ ସଂଳାପରେ-ବାପୁ ଗୋସ୍ଵାମୀ

ସଙ୍ଗୀତରେ -ଲଲିତ କୁମାର

ଗୀତରେ -ବାପୁ ଗୋସ୍ଵାମୀ,ଡଃ ନିମଳ ନାୟକ ,ସୁଦୀପ୍ତ ସୁନ୍ଦର

ସ୍ଵରରେ-ହ୍ୟୁମାନ ସାଗର ,ଆଶୁତୋଷ ,ଅର୍ପିତା ,ଅମ୍ରିତା ,ଦିପ୍ତିରେଖା,ଅସୀମା ପଣ୍ଡା

ଅଭିନୟରେ-ଓମ ,ଅଙ୍କିତା ,ସମତା ,କୁନା ତ୍ରିପାଠୀ ,ସମ୍ରେସ ରାଉତରାୟ ,ସରୋଜ ଦାସ ,ବ୍ରଜ ସିଂ ,ପ୍ରଜ୍ଞା,ଗୁଡୁ ,କାଳିଆ ,ପ୍ରିୟଙ୍କା ,ସଲିଲ ମିତ୍ର

ଶିଶୁ କଳାକାର-ଭୂମି ,କ୍ରୀଷ୍ଣା ,ସାନବୀ

ନବାଗତ /ନବାଗତା ଭାବରେ -କେ .କେ ,ନିଶି ,ଅଭିତୋଷ ,ଶୁଭଶ୍ରୀ ,ପ୍ରିୟଙ୍କା ,ମନସ୍ଵିନୀ

100% LOVE… ଆପଣଙ୍କ 100% LOVE ଭଲପାଇବା ଅପେକ୍ଷାରେ

love

ପଢନ୍ତୁ; ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

Related posts

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

ENO Beuro

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

ENO Beuro

ପୁଣି ବାବୁସାନ – ଅଶୋକ ଯୋଡି ଜମିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More