News

ହିନ୍ଦୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଡ. ଜାହାନ

hindi paper

ହିନ୍ଦୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ..

ହିନ୍ଦୀପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ଖଣ୍ଡନ କରି ବୋର୍ଡ ସଭାପତି ଡା. ଜାହାନ ଆଝର ବେଗମ ଗୁଜବ ବୋଲି କହିଛନ୍ତି। ଭାଇରାଲ ପ୍ରଶ୍ନପତ୍ର ପୂର୍ବବର୍ଷର ବୋଲି କହିଛନ୍ତି ଶ୍ରୀ ଆଝର ତେଣୁ କୌଣସି ଅସୁବିଧା ହେବନି ବୋଲି କହିଛନ୍ତି।

କପି କରି ୧୦୦ ଛାତ୍ରଛାତ୍ରୀ ଏମପି

ତୃତୀୟ ପରୀକ୍ଷା ହିନ୍ଦୀ ଥିଲାବେଳେ ସ୍କୁଆର୍ଡ ହାତରେ ଧରାପଡି ମାଲପ୍ରାକ୍ଟିସ ଅଭିଯୋଗରେ ବୁକ ହୋଇଛନ୍ତି। ମାଟ୍ରିକ ପରୀକ୍ଷାର ଓଏସଏସସିରେ  ୮ ଜଣ କପି କରି ଏମପି ହୋଇଛନ୍ତି। ତେବେ ବୋର୍ଡ ପକ୍ଷରୁ ହିନ୍ଦୀପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ଖଣ୍ଡନ କରାଯାଇଛି।

ପଢନ୍ତୁ; ଲାଡେନ ଭଳି ମାସୁଦ ଆଝରକୁ ମଧ୍ୟ ମାରିବୁ : ଅରୁଣ ଜେଟଲି

Related posts

କେନ୍ଦ୍ର ସରକାର: ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ରାମ ସେତୁକୁ ଭଙ୍ଗାଯିବ ନାହିଁ

ENO Beuro

ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

ENO Beuro

ସ୍କର୍ପିଓ ଧକ୍କାରେ ମହିଳାଙ୍କ ମୃତ୍ୟୁ

ENO Beuro

Leave a Comment