Entertainment

‘୧୦୨ ନଟ୍‌ ଆଉଟ୍‌’ର ନୂଆ ପୋଷ୍ଟର ରିଲିଜ

ନୂଆ ପୋଷ୍ଟର ଶେୟାର କଲେ ବିଗ୍‌ ବି ଅମିତାଭ ବଚ୍ଚନ

ବହୁ ଚର୍ଚ୍ଚିତ ଫିଲ୍ମ ‘୧୦୨ ନଟ୍‌ ଆଉଟ୍‌’ ନୂଆ ପୋଷ୍ଟରକୁ ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଶୁକ୍ରବାର ଶେୟାର କରିଛନ୍ତି । ଏଥିରେ ‘ବାପା’ ଅମିତାଭ ବଚ୍ଚନ ଲୁକ୍ସ କୁଲ୍‌, ‘ବେଟା’ ରିଶି କପୁର ଓଲ୍ଡ ସ୍କୁଲ ବୋଲି ଲେଖା ରହିଛି ।

ଅମିତାଭଙ୍କ ହସ ହସ ଚେହେରା ପାଖରେ ରିଶିଙ୍କ ମୁଣ୍ଡରେ ହାତ ରଖି ରିଆକ୍ସନ୍‌ ଦେବା ପୋଷ୍ଟରଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ଚଳଚ୍ଚିତ୍ରଟି ପିତାପୁତ୍ରଙ୍କ ମଧ୍ୟରେ ଥିବା ଭଲପାଇବା ଉପରେ ଆଧାରିତ ହୋଇଛି । ଦୁଇ  ମେଗାଷ୍ଟାର ଅମିତାଭ ବଚ୍ଚନ ଓ ରିଷି କପୁର ୨୭ ବର୍ଷ ପରେ ଏକାଠି ସ୍କ୍ରିନ୍‌ ଶେୟାର୍‌ କରିଛନ୍ତି ।

ଉମେଶ ଶୁକ୍ଳାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ମେ ୪ରେ ରିଲିଜ୍‌ ହେବାର ଯୋଜନା ରହିଛି । ଏହି ସିନେମାଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଚର୍ଚା ହେଉଛି ।

ପଢନ୍ତୁ ;

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

Related posts

ଭାଇରାଲ ହେଲା ଇରଫାନ ଖାନଙ୍କ ଚିକିତ୍ସା ପରର ପ୍ରଥମ ଫଟୋ

ENO Beuro

Sita Bibaha – First Odia Film Completed 80 Years Of Its Existence

ENO Beuro

Odisha Girl Padmalaya Nanda To Represent India As Little Miss World Finalist -2017

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More