News

ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ ଆଉ ଏବେ ଖାତା ଗାଏବ : ୧୦୮ ମାଟ୍ରିକ ଖାତା ଅନ୍ତର୍ଦ୍ଧାନ ଘଟଣା

67

ମାଧ୍ୟମିକଶିକ୍ଷା ପରିଷଦର ଅପାରଗତା ଟପିଲା ଚରମସୀମା..

ମାଟ୍ରିକ ପ୍ରଶ୍ନପତ୍ର ଲିକର ଅଡୁଆ ଆଉ ଏବେ ୧୦୮ ପିଲାଙ୍କ ଖାତା ଗାଏବ ମାଧ୍ୟମିକଶିକ୍ଷା ପରିଷଦର ନିଦ ହଜାଇଦେଇଛି। ଗୋଟିଏ ପରେ ଗୋଟିଏ ଅଡୁଆରେ ଛନ୍ଦି ହେଇଯାଉଛି ମାଧ୍ୟମିକଶିକ୍ଷା ପରିଷଦ। ମାଲକାନଗିରି ଜିଲ୍ଲାର ପଡିଆ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ୧୦୮ ଓଏମଆର ସିଟ ଏବେ ଗାଏବ। ଯାହା ମାଲକାନଗିରି ସମେତ ପୁରା ଓଡିଶାରେ ଚହଳ ସୃଷ୍ଟି କରିଛି। ଏହି ଘଟଣାରେ ଜିଲ୍ଲା ପୁଲିସ ଓ ପ୍ରଶାସନର ୨ଟି ସ୍ଵତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ଗତ ଶନିବାର ଗଣିତ ପରୀକ୍ଷା ଥିଲାବେଳେ ହାଇସ୍କୁଲରେ ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଉକ୍ତ ଖାତା ଗୁଡିକ ସଂଗ୍ରହ କରି ପ୍ରଧାନ ଶିକ୍ଷକଙ୍କ କୋଠରୀରେ ରଖାଯାଇଥିଲାବେଳେ ପରୀକ୍ଷା ସାରିବାପରେ ଖାତା ଗୁଡିକ ଖୋଜବାରୁ ମିଳିନଥିଲା। ଶେଷରେ ନିରାଶ ହୋଇ ପଡିଆ ଥାନା ସମେତ ଜିଲ୍ଲା ପ୍ରଶାସନ କଟକରେ ଥିବା ବୋର୍ଡ କର୍ତୁପକ୍ଷଙ୍କୁ ଜଣାଇଥିଲେ।
ପଢନ୍ତୁ: ଅଭିନନ୍ଦନଙ୍କ ନିଶ ପାଲଟିଛି ଭାରତୀୟ ଯୁବକଙ୍କ ନୂଆ ଟ୍ରେଣ୍ଡ

Related posts

ମୁକୁଳା ଡ୍ରେନ ନେଲା ଜୀବନ, ସ୍ତ୍ରୀଙ୍କ ସାମ୍ନାରେ ଭାସିଗଲେ ସ୍ଵାମୀ

ENO Beuro

ଅନ୍ତିମ ଯାତ୍ରାରେ ଅଟଳ,ଦିଲ୍ଲୀସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର

ENO Beuro

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro

Leave a Comment