Loading...

ଶିକ୍ଷା ବ୍ୟବସ୍ଥା ନୀତିରେ ବଡ ପରିବର୍ତ୍ତନ, ମାଟ୍ରିକ ବୋର୍ଡ ପରୀକ୍ଷା ଉଠିବା ନେଇ ପ୍ରସ୍ତାବ

ଶିକ୍ଷା ବ୍ୟବସ୍ଥା ନୀତିରେ ବଡ ପରିବର୍ତ୍ତନ, ମାଟ୍ରିକ ବୋର୍ଡ ପରୀକ୍ଷା ଉଠିବା ନେଇ ପ୍ରସ୍ତାବ

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କରେ ଆଉ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ ।ଏହି ନୂଆ ନିୟମ ଅନୁସାରେ, ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ନାସନାଲ୍ କାଉନସିଲ୍ ଫର ଏଜୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା ଏନସିଇଆରଟି ।

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କରେ ଆଉ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନରହିପାରେ ।ଏହି ନୂଆ ନିୟମ ଅନୁସାରେ, ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ନାସନାଲ୍ କାଉନସିଲ୍ ଫର ଏଜୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା ଏନସିଇଆରଟି । ବୋର୍ଡ ପରୀକ୍ଷାର ଚାପ କମ୍ କରିବା ପାଇଁ ଏଭଳି ଏକ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁସାରେ ଏଣିକି ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ୮ ଟି ସେମିଷ୍ଟାର ପରୀକ୍ଷା ହେବ କିମ୍ବା ୮ଟି ବୋର୍ଡ ପରୀକ୍ଷା ହେବ ।  ଅର୍ଥାତ୍ ନବମରୁ ଦ୍ବାଦଶ ଯାଏଁ ପ୍ରତ୍ୟକ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ୨ଟି ପରୀକ୍ଷା ଦେବାକୁ ହେବ । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟାର ପରୀକ୍ଷାରେ ସୁଯୋଗ ରହିବ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.