HOROSCOPES

୧୦ ନଭେମ୍ବର ଶୁକ୍ରବାର , ରାଶିଫଳ

୧୦ ନଭେମ୍ବର ଶୁକ୍ରବାର , ରାଶିଫଳ

ମେଷ – ଧନ ଲାଭ ହେବ । ସନ୍ତାନ ପକ୍ଷରୁ ସୁଖ ମିଳିବ । ବାଦ- ବିବାଦରୁ ଦୂରେଇ ରହିଲେ ଭଲ ।

ବୃଷ – ଜୀବନରେ ପରିବର୍ତ୍ତନ ହେବ । ପରିବାରରେ ଆନନ୍ଦ-ଉଲ୍ଲାସ ଦେଖାଦେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ମିଥୁନ – ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ । ଅଚାନକ ଆର୍ଥିକ ଲାଭ ହେବ । ପାରିବାରିକ ସମ୍ପର୍କୀୟମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ – ଅଟକି ଥିବା କାମ ଆଗେଇବ । ଧନ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ – ଚାକିରିରେ ପରିବର୍ତ୍ତନ ହେବ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ହଳଦିଆ ବସ୍ତୁ ଦାନ କରନ୍ତୁ ।

କନ୍ୟା – ଧନହାନିରୁ ନିଜକୁ ନିବୃତ ରଖନ୍ତୁ । ସନ୍ଧ୍ୟା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ । କ୍ୟାରିୟରରେ ସଫଳତା ମିଳିବ ।

ତୁଳା – ନୂତନ କାମର ସୁଯୋଗ ମିଳିବ । ସନ୍ତାନପ୍ରାପ୍ତିର ଯୋଗ ରହିଛି । ମାନ-ସମ୍ମାନ ମିଳିବ ।

ବିଛା – ଶୀଘ୍ର କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଅଟକି ଥିବା ଧନ ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ଧନୁ – ସମ୍ପତି ଲାଭ ହେବ । ମନୋରଞ୍ଜକ ଯାତ୍ରାର ଯୋଗ ରହିଛି । କ୍ୟାରିୟର ପ୍ରତି ଦାୟିତ୍ଵହିନ ହୁଅନ୍ତୁ ନାହିଁ ।

ମକର – ବ୍ୟବସାୟରେ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବିଦେଶକୁ ଯାତ୍ରା କରିପାରନ୍ତି ।

କୁମ୍ଭ – ସ୍ୱାସ୍ଥ୍ୟ ମଜବୁତ ହେବ । ଧନ ଲାଭ ହେବ । ଉପହାର ଓ ସମ୍ମାନ ମିଳିବ ।

ମୀନ – ସମ୍ପତି ସମ୍ବନ୍ଧୀୟ ବିବାଦର ସମାଧାନ ହେବ । ଆର୍ଥିକ ଲାଭ ହେବ । ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ରାଶିଫଳ  ୧୦ ନଭେମ୍ବର ଶୁକ୍ରବାର , ରାଶିଫଳ                                                                                                                              1

ପଢନ୍ତୁ, ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ କଣ ସୁଫଳ ମିଳେ , ଆସନ୍ତୁ ଜାଣିବା

Related posts

ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୀଘ୍ର ପ୍ରେମରେ ପଡିଥାନ୍ତି?

Krishna Kumar Manoj

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

Krishna Kumar Manoj

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More