News

ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

dead

ଗୁମ୍ଫାରେ ଏବେ ବି ଫସିଛନ୍ତି ୪ ଜଣ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ ବର୍ଷା ବିତ୍ପାତ ଯୋଗୁ ବଡ଼ଧରଣର ଅଘଟଣ ଘଟିଛି। ପାହାଡ଼ ଧସିବା ଫଳରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଛୋଟୋ ଶିଶୁ ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ବି ଗୁମ୍ଫାରେ ୪ ଜଣ ଫସିରହିଛନ୍ତି।

dead

ମୃତ ବ୍ୟକ୍ତି ମାନେ ହେଲେ ଦଣ୍ଡପାଣି ଭୂୟାଁ, ସୁମିତ୍ରା ଭୂୟାଁ, ସୋମନାଥ କାଥରେନ୍, ଜଗନ କାଠି, ମୀନାକ୍ଷୀ ଶବର, ଦିଲି ଶବର, ଗଙ୍ଗାଧର ବେହେରା, ଦିନେଶ ଭୂୟାଁ, ଲାଲୁ ବେହେରା, ଜୟଚନ୍ଦ୍ର ଭୁଟାନ, ସୁରମତୀ ଜାନି, ଚମ୍ପା ଭୁଟାନ। ୪ ଜଣ ନିଖୋଜମାନେ ହେଲେ କଟି ଭୂୟାଁ, ବାସନ୍ତୀ ଭୂୟାଁ, ବାସୁମତି ଭୂୟାଁ ଓ ବିଶମ୍ବର ଶବର।

ସୂଚନାଯୋଗ୍ୟ,ତିତ୍‌ଲି ଯୋଗୁ ଭୟଭିତ ହୋଇ ଏମାନେ ସସସ୍ତେ ପାହାଡ଼ ପାଖ ଏକ ସ୍କୁଲରେ ଆଶ୍ରୟ ନେଇଥିଲେ । ତେବେ ପାହାଡ଼ ଧସିଯିବାରୁ ଏମାନଙ୍କ ମୃତ୍ୟୁ ହୋଇଛି।

ପଢନ୍ତୁ;ଜିଏସଟି ରିଫଣ୍ଡ ଜାରି କରିବା ନେଇ ସ୍ପଷ୍ଟିକରଣ

Related posts

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

ENO Beuro

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

ENO Beuro

Leave a Comment