Loading...

ଏପ୍ରିଲ ୨୩ରେ ରାମଲଲାଙ୍କ ଜଳାଭିଷେକ, ଅଯୋଧ୍ୟାରେ ପହଞ୍ଚିଲା ୧୫୫ ରାଷ୍ଟ୍ରର ପବିତ୍ର ଜଳ

ଏପ୍ରିଲ ୨୩ରେ ରାମଲଲାଙ୍କ ଜଳାଭିଷେକ, ଅଯୋଧ୍ୟାରେ ପହଞ୍ଚିଲା ୧୫୫ ରାଷ୍ଟ୍ରର ପବିତ୍ର ଜଳ

ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବ ରାମଲଲାଙ୍କ ଜଳାଭିଷେକ। ରାମଲଲାଙ୍କରର ଜଳାଭିଷେକ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ଡ

ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବ ରାମଲଲାଙ୍କ ଜଳାଭିଷେକ। ରାମଲଲାଙ୍କରର ଜଳାଭିଷେକ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମଲାଲଙ୍କ ଜଳାଭିଷେକ ପାଇଁ ୧୫୫ ରାଷ୍ଟ୍ରରୁ ନଦୀ ଜଳ ସଂଗ୍ରହ କରି ଆଣିଛନ୍ତି ଦିଲ୍ଲୀ ବିଜେପି ନେତା ବିଜୟ ଜଲ୍ଲି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳ ସଂଗ୍ରହ ଦାୟିତ୍ବରେ ଥିବା ଟିମ୍‌ଠାରୁ ‘ଜଳ କଳସ’ ପାଇବା ପରେ ଏହାକୁ ପୂଜ‌ାର୍ଚ୍ଚନା କରିବେ। ଏନେଇ ଏପ୍ରିଲ ୨୩ ତାରିଖରେ ମଣିରାମ ଦାସ ଚୌନି ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.