HOROSCOPES

୧୫ ନଭେମ୍ବର , ବୁଧବାର – ରାଶିଫଳ

୧୫ ନଭେମ୍ବର , ବୁଧବାର – ରାଶିଫଳ  :

ମେଷ – ବ୍ୟସ୍ତ ରହିବେ । ଚାକିରିରେ ପରିବର୍ତ୍ତନ ଓ ପଦୋନ୍ନତି ହେବ । ଧନ ପ୍ରାପ୍ତି ହେବ ।

ବୃଷ – ଚାକିରି ଓ ବ୍ୟବସାୟରେ ସୁଯୋଗ ମିଳିବ । ସନ୍ତାନଜନିତ ସମସ୍ୟା ଦୂର ହେବ । ଅଟକି ରହିଥିବା ଧନ ମିଳିବ ।

ମିଥୁନ – ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଚାକିରିରେ ସୁଧାର ଆସିବ । ଯାତ୍ରା କରିବାରେ କ୍ଷତି ହେବ ।

କର୍କଟ – ଦିନଟି ଆଳସ୍ୟପୂର୍ଣ୍ଣ ରହିବ । ଜୀବନସାଥୀ ସହିତ ମତଭେଦ ହୋଇପାରେ । ଧନ ଓ ଉପହାର ମିଳିବ ।

ସିଂହ – କଳା , ସଙ୍ଗୀତ ଓ ମେଡିଆ କ୍ଷେତ୍ରର ବ୍ୟକ୍ତିଙ୍କୁ ଲାଭ ହେବ । ବିଦେଶ ଯାତ୍ରା ଯୋଗ ରହିଛି ।

କନ୍ୟା – ବିବାହସମ୍ବନ୍ଧୀୟ ସମସ୍ଯା ଦୂର ହେବ । ସମ୍ପତି କ୍ରୟ କରିବେ । ଚାକିରି ଓ ଜୀବନରେ ନୂତନ ସୁଯୋଗ ମିଳିବ ।

ତୁଳା – ଘରେ ଦାୟିତ୍ଵ ଭାର ବଢିବ । ଅଟକି ରହିଥିବା କାମ ପୁରା ହେବ । ସମ୍ପର୍କରେ ସମସ୍ୟା ଆସିବ ।

ବିଛା – ପରିବାରରେ ବିବାଦ ଉପୁଜିବ । ଚାକିରିରେ ଚିନ୍ତା ବଢିବ । ଅଯଥା ଧନ ଖର୍ଚ୍ଚ ହୋଇପାରେ ।

ଧନୁ – ନୂତନ ଦାୟିତ୍ଵ ଓ ପରିବର୍ତ୍ତନର ଯୋଗ ରହିଛି । ଚାକିରିରେ ସାବଧାନ ରହନ୍ତୁ । ପ୍ରେମ ସମ୍ପର୍କ ଗଭୀର ହେବ ।

ମକର – ପୁରା ଦିନ ଅଧିକ ଯାତାୟାତ କରିବାକୁ ପଡିବ । ଚାକିରିରେ ପଦୋନ୍ନତି ହେବ। ଧନ ପ୍ରାପ୍ତି ହେବ ।

କୁମ୍ଭ – ପୁରୁଣା ଇଚ୍ଛା ପୂରଣ ହେବ । ମୋକଦ୍ଦମାରେ ବିଜୟ ଲାଭ କରିବେ । ଅଚାନକ ଯାତ୍ରା କରିବାକୁ ପଡିପାରେ ।

ମୀନ – କୌଣସି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତ ଛଡା ହୋଇପାରେ । ଅଧିକ ଚିନ୍ତା ଓ ଚାପ ବଢିପାରେ । ଯାତ୍ରାରେ ଲାଭ ମିଳିବ ।

ରାଶିଫଳ  ୧୫ ନଭେମ୍ବର , ବୁଧବାର – ରାଶିଫଳ                                                                                                                              2

ପଢନ୍ତୁ, ଯାଣନ୍ତୁ କେତେରେ ନିଲାମ ହେଲା ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୁମ୍ବାଇ ସ୍ଥିତ ସଂପତ୍ତି

Related posts

ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

ENO Beuro

୬ ଫ୍ରେବୁଆରି ୨୦୧୮ ରେ ସବୁ ରାଶିକୁ ଏକ ସୁଯୋଗ ମିଳିବାକୁ ଯାଉଛି ,ଖୋଲିପାରେ ପ୍ରତ୍ୟେକ ରାଶିର ଭାଗ୍ୟ ! ଜାଣନ୍ତୁ

ENO Beuro

୪ ନଭେମ୍ବର, ଆଜିର ରାଶିଫଳ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More