Loading...

କୋଭିଡ୍‌ ଆକ୍ରାନ୍ତ ହେଲେ ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌

କୋଭିଡ୍‌ ଆକ୍ରାନ୍ତ ହେଲେ ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌

ଅଭିନେତା ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌‌ ହ୍ୟାଣ୍ଡଲ୍‌ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍‌ କ୍ବାରେଣ୍ଟିନ୍‌’ରେ ଥିବା କଥା କହିଛନ୍ତି।

ଅଭିନେତା ଜନ୍‌ ଆବ୍ରାହାମ୍‌ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍‌ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌‌ ହ୍ୟାଣ୍ଡଲ୍‌ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍‌ କ୍ବାରେଣ୍ଟିନ୍‌’ରେ ଥିବା କଥା କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଜନ୍‌ ଆବ୍ରାହାମ୍‌ ପ୍ରଶଂସକ ଓ ବନ୍ଧୁମାନଙ୍କ ଗୋଚରାର୍ଥେ ଲେଖିଛନ୍ତି ଯେ, ୩ ଦିନ ‌ତଳେ ସେ ଜଣେ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏ କଥା ଜନ୍ ପରେ ଜାଣି ପାରିଥିଲେ। ସେ ଏବଂ ପତ୍ନୀ ପ୍ରିୟାଙ୍କ ଠାରେ ସାମାନ୍ୟ ସଂକ୍ରମଣ ଦେଖାଦେଇଛି। ଏବେ ସେମାନେ ଘରେ ‘କ୍ବାରେଣ୍ଟିନ୍‌’ରେ ଥିବାରୁ କାହା ସହ ଦେଖା ହୋଇନାହିଁ। ଉଭୟ ଟିକା ନେଇଥିବାରୁ ସଂକ୍ରମଣ ସାମାନ୍ୟ ହୋଇଛି। ଆପଣମାନେ ସୁସ୍ଥ ଓ ନିରାମୟ ରୁହନ୍ତୁ। ମାସ୍କ୍‌ ପରିଧାନ କରନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.