HOROSCOPES

୧୬ ନଭେମ୍ବର, ଗୁରୁବାର – ରାଶିଫଳ

୧୬ ନଭେମ୍ବର, ଗୁରୁବାର – ରାଶିଫଳ  :

ମେଷ – ଆର୍ଥିକ ସ୍ଥିତି ମଜବୁତ ହେବ । ଲମ୍ବା ଯାତ୍ରାରେ ଯିବାକୁ ପଡିପାରେ । ଅତିଥି ଆସିପାରନ୍ତି ।

ବୃଷ – ଆଜି ଆପଣ ବ୍ୟସ୍ତ ରହିବେ । ପୁରୁଣା ଲୋକଙ୍କ ସହ ସାକ୍ଷାତ ହୋଇପାରେ । ଧନ ଓ ଉପହାର ପ୍ରାପ୍ତି ହେବ ।

ମିଥୁନ – ଅଧିକ ଦୌଡାଦୌଡି କରିବାକୁ ପଡିପାରେ । ଚାକିରିରେ ସ୍ଥିତି ଭଲ ରହିବ । ଖାଦ୍ୟ ପାନୀୟ ପ୍ରତି ଯତ୍ନ ନିଅନ୍ତୁ ।

କର୍କଟ – ଚାକିରି କ୍ଷେତ୍ରରେ ଦାୟିତ୍ଵ ବଢିବ । ଅଧିକ ଦୌଡାଦୌଡି କରିବାକୁ ପଡିବ । କଦଳୀ ଦାନ କରନ୍ତୁ ।

ସିଂହ – ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଭ୍ରମଣ କରିବାକୁ ଯାଇପାରନ୍ତି । ମନୋରଞ୍ଜନ ପାଇଁ ଅଧିକ ଧନ ଖର୍ଚ୍ଚ ହେବ ।

କନ୍ୟା – ଅନାବଶ୍ୟକ ଚିନ୍ତା ବଢିବ । କ୍ୟାରିୟରରେ ସମସ୍ଯା ଦେଖା ଦେବା । ବନ୍ଧୁଙ୍କ ସହଯୋଗ ମିଳିବ ।

ତୁଳା – ଧନ ପ୍ରାପ୍ତି ହେବ । ଅଟକି ରହିଥିବା କମ ହେବ । ସମ୍ମାନ ଓ ଉପହାର ମିଳିବ ।

ବିଛା – କାମ ବିଗିଡି ପାରେ । ସ୍ଵାସ୍ଥ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ । ହଳଦିଆ ସୋରିଷ ଖାଇ ଘରୁ ବାହାରନ୍ତୁ ।

ଧନୁ – ଧନ ଖର୍ଚ୍ଚ ବୃଦ୍ଧି ହେବ । ଅତିଥି ଆସିପାରନ୍ତି । କଥାବାର୍ତ୍ତାରେ ସଂଯମ ରଖନ୍ତୁ ।

ମକର – ସମ୍ପତି ଲାଭ ହେବ । ଚାକିରିରେ ପରିବର୍ତ୍ତନ ଆସିପାରେ । ଅନ୍ୟ କାହା ଆଗରେ ନିଜ ଯୋଜନା କୁହନ୍ତୁ ନାହିଁ ।

କୁମ୍ଭ – କାମର ଚାପ ବଢିବ । କ୍ୟାରିୟରରେ ସୁଧାର ଆସିବ । ଚିନ୍ତା ଦୂର ହେବ ।

ମୀନ – ସମ୍ପର୍କରେ ସମସ୍ୟା ଦେଖାଦେବ । ଧନହାନି ହୋଇପାରେ । ବାର୍ତ୍ତା ଓ କ୍ରୋଧରେ ସଂଯମ ରକ୍ଷା କରନ୍ତୁ ।

ରାଶିଫଳ  ୧୬ ନଭେମ୍ବର, ଗୁରୁବାର – ରାଶିଫଳ                                                                                                                              2

ପଢନ୍ତୁ, କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

Related posts

୧୩ ନଭେମ୍ବର ସୋମବାର , ରାଶିଫଳ

Krishna Kumar Manoj

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

Krishna Kumar Manoj

ଜାଣନ୍ତୁ କେମିତି କଟିବ ଆଜିର ଦିନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More