Loading...

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା। ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବା ପାଇଁ ଉଭୟ ଟିମ ଲକ୍ଷ୍ୟ ରଖିଥିବା ବେଳେ, ଭାରତ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ଆମେରିକାକୁ ଧୂଳିସାତ କରିବାକୁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.