• Home
  • News
  • ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ
News

ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

ମର୍ମନ୍ତୁଦ ବସ୍ ଦୁର୍ଘଟଣା

ଲକ୍ଷ୍ନୌରେ ଘଟିଛି ଏକ ଅଭାବନୀୟ ଘଟଣା। ଉତ୍ତରପ୍ରଦେଶର ମେନପୁରୀ ଅଞ୍ଚର ସଡକ ଦୁର୍ଘଡଣାରେ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହାତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜସ୍ଥାନର ଜୟପୁରରୁ ପର୍ଯ୍ୟଟକଙ୍କୁ ନେଇ ଗୁରସହାୟଗଂଜ ଯାଉଥିବା ବେଳେ ମୈନପୁରୀ ଦନ୍ନାହାରର କିରତପୁର ଚୌକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ଭୋର ୫ ଟା ସମୟରେ କିତରପୁର ଗାଁ ନିକଟରେ ଏକ ଡିଭାଇଡରରେ ବସ ଟି ପିଟିହୋଇ ଓଲଟି ପଡିଥିଲା। ତେବେ ବସ୍ ଡ୍ରାଇଭରର ଆଖି ଲାଗି ଯାଇଥିବାବେଳେ ଏପରି ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ bus

ପଢନ୍ତୁ; ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

Related posts

ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ

Krishna Kumar Manoj

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

Krishna Kumar Manoj

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More