EnewsOdia.Com

୧୮ ହଜାର ଟଙ୍କାର ଋଣ ନେଇ ଜନ୍ମ ହେଉଛନ୍ତି ଶିଶୁ

ଛୁଆ ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାର ଋଣ । କାରଣ ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮,୪୯୭ ଟଙ୍କାରେ ପହଞ୍ଚିଛି । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଯେହେତୁ ରାଜ୍ୟର ମୁଣ୍ଡପିଛା ଋଣଭାର ଇତିମଧ୍ୟରେ ୧୮ ହଜାର ଟଙ୍କା ଟପିଥିବାରୁ ଓଡ଼ିଶାରେ ଜଣେ ନବଜାତ ଭୂମିଷ୍ଠ ହେଉ ହେଉ  ତା’ ମୁଣ୍ଡ ଉପରେ  ୧୮,୪୯୭ ଟଙ୍କା ରହୁଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଏହାବାଦ୍ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ହେଉଛି ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।
ପଢନ୍ତୁ: ଓୟୁଏଟିରେ 5-T ସଚିବ ଭି.କେ ପାଣ୍ଡିୟାନ

ସମ୍ବନ୍ଧିତ ଖବର

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana

ପୁରୀରେ ବାଲୁକଳା ମାଧ୍ୟମରେ କରୋନା ଭାଇରସକୁ ନେଇ ଜନସଚେତନତା

Ratnamani Maharana

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana

ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

Ratnamani Maharana

ସରକାରଙ୍କ ନୂଆ ଯୋଜନା, ଶିଶୁ କନ୍ୟା ଜନ୍ମ ହାର ବୃଦ୍ଧି ଓ କନ୍ୟା ସନ୍ତାନଙ୍କ ସୁରକ୍ଷା

Ratnamani Maharana