HOROSCOPES

୧୮ ନଭେମ୍ବର, ଶନିବାର – ରାଶିଫଳ

୧୮ ନଭେମ୍ବର, ଶନିବାର – ରାଶିଫଳ :

ମେଷ – ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଦେଶୀ ଘିଅ ଖାଇ ଘରୁ ବାହାରନ୍ତୁ ।

ବୃଷ – ବାହନର ସୁଖ ପ୍ରାପ୍ତି ହେବ । ଚାକିରିରେ ପରିବର୍ତ୍ତନ ଆସିବ । ଘରେ ଖୁସି ଆସିବ ।

ମିଥୁନ – ବିବାଦ ଉପୁଜିପାରେ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଧନହାନିରୁ ଦୂରେଇ ରୁହନ୍ତୁ ।

କର୍କଟ – ମାନ-ସମ୍ମାନ ମିଳିବ । ଜୀବନସାଥିର ସହଯୋଗ ମିଳିବ । ଧନ ଲାଭ ହେବ ।

ସିଂହ – ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଶନି ଚାଳିଶା ପାଠ କରନ୍ତୁ ।

କନ୍ୟା – କ୍ରୋଧରେ ସଂଯମ ରକ୍ଷା କରନ୍ତୁ । ଛୋଟ ଯାତ୍ରାରେ ଯାଇପାରନ୍ତି । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ ।

ତୁଳା – ନିଷ୍ପତି ନେଲାବେଳେ ସାବଧାନ ରୁହନ୍ତୁ । ନୂତନ କାମ କରନ୍ତୁ ନାହିଁ । କ୍ୟାରିୟରରେ ସଫଳତା ମିଳିବ ।

ବିଛା – ମନ ଖୁସି ରହିବ। ଆର୍ଥିକ ଲାଭ ହେବ । ବ୍ୟସ୍ତ ରହିବ ।

ଧନୁ – ହାତର ଧ୍ୟାନ ରଖନ୍ତୁ । ବିବାଦରୁ ନିଜକୁ ରକ୍ଷା କରନ୍ତୁ । ଖାଦ୍ୟପେୟ ଦ୍ରବ୍ଯ ଦାନ କରନ୍ତୁ ।

ମକର – ବୈବାହିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ଲାଭ ମିଳିବ । କ୍ୟାରିୟରରେ ସଫଳତା ମିଳିବ ।

କୁମ୍ଭ – କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ – ସମ୍ପତିଜନିତ ବିବାଦର ସମାଧାନ ହେବ । ସନ୍ତାନର ଉନ୍ନତି ହେବ । ଆର୍ଥିକ ଲାଭ ହେବ ।

ରାଶିଫଳ  ୧୮ ନଭେମ୍ବର, ଶନିବାର – ରାଶିଫଳ                                                                                                                              2

ପଢନ୍ତୁ, ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ? ହୋଇପାରନ୍ତି ପ୍ରେମରେ ବିଫଳ

Related posts

ଜାଣନ୍ତୁ କେମିତି କଟିବ ଆଜିର ଦିନ

Krishna Kumar Manoj

୧୧ ନଭେମ୍ବର ଶନିବାର , ରାଶିଫଳ

Krishna Kumar Manoj

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More