ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ୨ଜଣ ଷଡ଼ଯନ୍ତ୍ରକାରୀଙ୍କୁ ଗତକାଲି ଗିରଫ କଲା ପୁଲିସ । କୃଷ୍ଣଚନ୍ଦ୍ର ନାୟକ, ଦୁର୍ଯ୍ୟଧନ ରେଡ଼ି ନାମକ ଦୁଇ ଷଡ଼ଯନ୍ତ୍ରକାରୀଙ୍କୁ ଗଂଜାମ ପୋଲିସ ଉତରାଖଣ୍ଡରୁ ଗିରଫ କରିଛି । ଆସନ୍ତା ୩୧ ତାରିଖରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ଗଞ୍ଜାମ ପୋଲିସକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ ।

ପୁର୍ବରୁ ଏହି ମାମଲାରେ ୧୫ ଜଣଙ୍କୁ ଗଂଜାମ ପୋଲିସ ଗିରଫ କରିଥିଲା । ସେପଟେମ୍ବର ୧୬ରେ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରାଯାଇଥିଲା । ସେ ତାଙ୍କର ବାସଭବନରେ ଥିଲାବେଳେ ମିଳିତ ଭାବରେ ବହୁଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଏବୋଂ ତାକୁ ଚୋଟ ପରେ ଚୋଟ ପକାଇ ବହୁ ନୃଶଂସ ଭାବରେ ହତ୍ୟା କରିଥିଲେ ।

ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ପଢନ୍ତୁ, ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଙ୍କ ପ୍ରଯୋଜିତ ନୂଆ ଓଡିଆ ଚଳଚିତ୍ର ବ୍ଳାକମେଲ ର ଶୁଭ ମହୁରତ ଗତକାଲି ଅନୁଷ୍ଠିତ ହେଇଛି ।

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More