News

ମେ ସୁଦ୍ଧା ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ମୁଦ୍ରା

ଏପ୍ରିଲ ୩୦ରୁ ଦେଶରେ ଅନେକ ନୂଆ   ସିରିଜ ମୁଦ୍ରା ଆସିବାକୁ ଯାଉଛି। ପ୍ରଥମ ଥର ପାଇଁ ଦେଶରେ ପ୍ରଚଳନ ହେବାକୁ ଯାଉଛି ୨୦ ଟଙ୍କିଆ ମୁଦ୍ରା । ତେବେ ନୂଆ ୧,୨,୫,୧୦ ଟଙ୍କିଆ ମୁଦ୍ରା ମଧ୍ୟ ଅଣାଯାଉଛି। ଏପ୍ରିଲ ୩୦ ସୁଦ୍ଧା  ନୂଆ ସିରିଜ ୨ ଏବଂ ୫ ଟଙ୍କିଆ ମୁଦ୍ରା ଆସିବାକୁ ଥିଲାବେଳେ ମେ’ ୩୧ ସୁଦ୍ଧା ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ଆସିବା ବୋଲି ସୂଚନା ରହିଛି।

 

ବର୍ତମାନ ଦେଶରେ ୨୫ ହଜାର  କୋଟି ଟଙ୍କା ମୂଲ୍ୟର ମୁଦ୍ରା ଉପଲବ୍ଧ ଥିବା କହିଛନ୍ତି ଅର୍ଥ ମନ୍ତରାଳୟର ଜଣେ ଅଧିକାରୀ। ବର୍ତମାନ ରହିଥିବା କଞ୍ଚାମାଲ ନାସରିବା ଯାଏ ପୁରୁଣା ମୁଦ୍ରାଗୁଡିକର ନଷ୍ଟ ନ ହେବା ଯାଏ ଏଗୁଡ଼ିକର ପ୍ରଚଳନ ଜାରି ରହିବା। ଏବଂ ଏଗୁଡିକ ଅଚଳ କରାଯିବ ନାହି ବୋଲି କହିଛି ଅର୍ଥମନ୍ତ୍ରାଳୟ।

ପଢନ୍ତୁ: ଇଭିଏମ୍‌ରେ ବନ୍ଦ ୨୧୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ

Related posts

ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ENO Beuro

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ! ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ENO Beuro

ପ୍ରସାଦ ଖାଇ ୧୫ ଜଣଙ୍କ ମୃତ୍ୟ ମାମଲା: ଷଡଯନ୍ତ୍ର ରଚନା କରିଥିଲେ ମନ୍ଦିର ପୂଜାରୀ

ENO Beuro

Leave a Comment