Loading...

କ୍ୟାସ ଅନ ଡେଲିଭରିରେ ଆଉ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବନି ଆମାଜନ

କ୍ୟାସ ଅନ ଡେଲିଭରିରେ ଆଉ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବନି ଆମାଜନ

ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି | ଆମାଜନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୧୯ ପରଠାରୁ କ୍ୟାସ ଅନ ଡେଲିଭରିରେ ଆଉ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବ ନାହିଁ |

ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି | ଆମାଜନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୧୯ ପରଠାରୁ କ୍ୟାସ ଅନ ଡେଲିଭରିରେ ଆଉ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବ ନାହିଁ |  ଯଦିଓ ଆମାଜନ ବର୍ତ୍ତମାନ ସିଓଡିରେ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରୁଛି କିନ୍ତୁ ୧୯ ସେପ୍ଟେମ୍ବର ପରଠାରୁ ଆଉ ନୋଟ ନେବ ନାହିଁ | କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଯଦି ଆମାଜନର ତୃତୀୟ ପକ୍ଷ କୋରିଅର୍ ପାର୍ଟନର ମାଧ୍ୟମରେ କୌଣସି ସାମଗ୍ରୀ ବିତରଣ କରାଯାଉଥିଲେ, ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରାଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.