Loading...

୨୦୦୦ଟଙ୍କିଆ ନୋଟ ବଦଲାଉଥିବା ଲୋକଙ୍କ ଆଧାରକାର୍ଡ, ଫଟୋ ଆଉ ଏବେ ସିସିଟିଭି ଫୁଟେଜ ନେଲା EOW

୨୦୦୦ଟଙ୍କିଆ ନୋଟ ବଦଲାଉଥିବା ଲୋକଙ୍କ ଆଧାରକାର୍ଡ, ଫଟୋ ଆଉ ଏବେ ସିସିଟିଭି ଫୁଟେଜ ନେଲା EOW

ଗତକାଲି EOW ଟିମ ଲୋକଙ୍କ ଫଟୋ ଓ ଅଧରକାର୍ଡ ନେଇଥିବାବେଳେ ଆଜି ଆରବିଆଇ ସିସିଟିଭି ଫୁଟେଜ ନେଇଛି ବୋଲି ସୂଚନାଦେଇଛି ଆରବିଆଇ।ଗତ ୫ ଦିନର ସିସିଟିଭି ଫୁଟେଜ ନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା।

ରିଜର୍ଭ ବ୍ୟାଙ୍କ ( ଆରବିଆଇ)ରେ ଦୁଇ ହଜାର ଟଙ୍କିଆ ନୋଟ ବଦଳ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା ( ଇଓଡବ୍ଲ୍ୟୁ)  ଓ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କିଏ କେତେଥର ଟଙ୍କା ବଦଳ କରିଛନ୍ତି ସେ  ତଥ୍ୟ ନେଇଛନ୍ତି ଉଭୟ ତଦନ୍ତକାରୀ ସଂସ୍ଥା। ଆରବିଆଇ ଇଡି ଓ ଇଓଡବ୍ଲ୍ୟୁକୁ ତଥ୍ୟ ଦେଇଥିବା ସୂଚନା ମିଳିଛି। ଗତକାଲି EOW ଟିମ ଲୋକଙ୍କ ଫଟୋ ଓ ଅଧରକାର୍ଡ ନେଇଥିବାବେଳେ ଆଜି ଆରବିଆଇ ସିସିଟିଭି ଫୁଟେଜ ନେଇଛି ବୋଲି ସୂଚନାଦେଇଛି ଆରବିଆଇ।ଗତ ୫ ଦିନର ସିସିଟିଭି ଫୁଟେଜ ନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.