News

ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା:୨ ଜଣ ଦୋଷୀ ସାବ୍ୟସ୍ତ

୨୦୦୭ ମସିହାରେ ହାଇଦ୍ରାବାଦ୍‌ ବୋମା ବିସ୍ଫୋରଣ ଘଟଣାରେ ମଙ୍ଗଳବାର ଏନ୍‌ଆଇଏ ସ୍ପତନ୍ତ୍ର କୋର୍ଟ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ଜଣଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ମହମ୍ମଦ ଆକବର ଇସମାଇଲ୍‌ ଚୌଧୁରୀ ଏବଂ ଅନିକ୍‌ ସଫିକ୍‌ ସୟିଦ୍‌ଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ୩ ଅଭିଯୁକ୍ତ ଫାରୁକ୍‌ ଶରଫଦ୍ଦିନ୍‌ ତରକାଶ୍‌, ମହମ୍ମଦ ସାଦିକ୍‌ ଇସରାର୍‌ ଅହମ୍ମଦ ଶେଖ୍‌ ଏବଂ ତାରିକ ଅଞ୍ଜୁମ୍‌ଙ୍କୁ ଖଲାସ କରାଯାଇଛି।

hyd ହାଇଦ୍ରାବାଦ ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା:୨ ଜଣ ଦୋଷୀ ସାବ୍ୟସ୍ତ hyd

ସୂଚନାଯୋଗ୍ୟ ଯେ ୨୦୦୭ ମସିହା ଅଗଷ୍ଟ ୨୫ ତାରିଖ ଦିନ ହାଇଦ୍ରାବାଦର ଲୁମ୍ବିନୀ ପାର୍କ ଓ ଗୋକୁଲ ଚାଟ ଠାରେ ଘଟିଥିବା ଦୁଇଟିି ବାମା ବିସ୍ଫୋରଣରେ ମୋଟ୍‌ ୪୪ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୬୮ ଜଣ ଗୁରତର ଭାବେ ଆହତ ହୋଇଥିଲେ।

ଏହି ଘଟଣାରେ ତେଲେଙ୍ଗାନାର କାଉଣ୍ଟର ଇଣ୍ଟିଲିଜେନ୍ସ ଓ୍ଵିଙ୍ଗ( ସିଆଇ) ତଦନ୍ତ କରି ଇଣ୍ଡିଆନ ମୁଜାହିଦ୍ଦିନ ସହ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିଲା।

ପଢନ୍ତୁ; ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

Related posts

ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ENO Beuro

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ପରଲୋକରେ କରୁଣାନିଧି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More