HOROSCOPES

୨୦ ନଭେମ୍ବର, ସୋମବାର – ରାଶିଫଳ

୨୦ ନଭେମ୍ବର, ସୋମବାର – ରାଶିଫଳ :

ମେଷ – ପରୀକ୍ଷାର ପରିଣାମ ଅନୁକୂଳ ହେବନାହିଁ । କର୍ମକ୍ଷେତ୍ରରେ ବଦଳି ହେବାର ସମ୍ଭାବନା ଅଛି ।

ବୃଷ – ଚାକିରିକୁ ନେଇ ଥିବା ସମସ୍ୟା ସମାଧାନ ହେବ । ଧନ ପ୍ରାପ୍ତି ହେବ । ନିବାସ ସ୍ଥାନ ବଦଳି ପାରେ ।

ମିଥୁନ – ଚାକିରିରେ ଚିନ୍ତା ଓ ଚାପ ବଢିପାରେ । ନୂତନ ଦାୟିତ୍ଵ ଗ୍ରହଣ କରିବାକୁ ପଡିବ । କଥାବାର୍ତ୍ତାରେ ସଂଯମ ରକ୍ଷା କରନ୍ତୁ ।

କର୍କଟ – ସନ୍ତାନଜନିତ ସମସ୍ୟାର ସମାଧାନ ବାହାରିବ । ପାରିବାରିକ ସମସ୍ୟାର ଉଚିତ ସମାଧାନ ହେବ । ଖାଦ୍ୟ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ସିଂହ – ଚାକିରିରେ ଚିନ୍ତାରୁ ଦୂରେଇ ରୁହନ୍ତୁ । ଆପଣାର ଲୋକଙ୍କ ବ୍ୟବହାର କଷ୍ଟ ଦେଇପାରେ । ମିଶ୍ରି ଖାଇ ଘରୁ ବାହାରନ୍ତୁ ।

କନ୍ୟା – ଚାକିରିରେ ବାଧା ଉପୁଜିପାରେ । ପ୍ରିୟଜନଙ୍କ ସହିତ ବିବାଦ ହୋଇପାରେ । ବନ୍ଧୁଙ୍କ ସହଯୋଗ ମିଳିବ ।

ତୁଳା – ଚାକିରିରେ ପରିବର୍ତ୍ତନ ଆସିପାରେ । ଜୀବନସାଥୀଙ୍କୁ ଲାଭ ମିଳିବ । ଆଘାତ ଲାଗିପରେ ।

ବିଛା – ବଡ ସମସ୍ୟାରୁ ମୁକ୍ତି ମିଳିବ । ଶୁଭ ସମାଚାର ମିଳିବ । ଧନ ବ୍ୟୟ ବଢିବ ।

ଧନୁ – ଆରାମ କରିବା ମୁଡରେ ରହିବେ । ଧନ ସ୍ଥିତି ଭଲ ରହିବ । କାମ ଟାଳିଲେ ସମସ୍ୟା ବଢିପାରେ ।

ମକର – ଦୂରଯାତ୍ରା କରିବାକୁ ପଡିପାରେ । ଧନ ଆଡକୁ ମନ ଢଳିବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ ।

କୁମ୍ଭ – ଅଟକି ଥିବା ଧନ ମିଳିବ । ଜୀବନସାଥୀଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଚାକିରିରେ ପରିବର୍ତ୍ତନ ଯୋଗ ରହିଛି ।

ମୀନ – କାର୍ଯ୍ୟ ବିଗିଡିପାରେ । ଧନ ପ୍ରାପ୍ତିରେ ବାଧା ଆସିପାରେ । ସବୁ କାର୍ଯ୍ୟ ଠିକ କରିବା ପାଇଁ ଯୋଜନା କରନ୍ତୁ ।

ରାଶିଫଳ  ୨୦ ନଭେମ୍ବର, ସୋମବାର – ରାଶିଫଳ                                                                                                                              2

ପଢନ୍ତୁ, ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ , ଶୀଘ୍ର ସୁଫଳ ମିଳିବ

Related posts

୬ ଫ୍ରେବୁଆରି ୨୦୧୮ ରେ ସବୁ ରାଶିକୁ ଏକ ସୁଯୋଗ ମିଳିବାକୁ ଯାଉଛି ,ଖୋଲିପାରେ ପ୍ରତ୍ୟେକ ରାଶିର ଭାଗ୍ୟ ! ଜାଣନ୍ତୁ

Krishna Kumar Manoj

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

Krishna Kumar Manoj

୨୭ ନଭେମ୍ବର, ସୋମବାର – ରାଶିଫଳ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More