HOROSCOPES

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

ଜାଣନ୍ତୁ ଆଜିର ରାଶିଫଳ, ଦିନଟି ଆପଣଙ୍କ ପାଇଁ କେତେ ଶୁଭ କେତେ ଅଶୁଭ

ମେଷ – ଆର୍ଥିକ ସ୍ଥିତି ମଜବୁତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ସମ୍ପତି ଲାଭ ହେବ ।

ବୃଷ – ବିଦେଶ ଯାତ୍ରା ଯୋଗ ରହିଛି । ଅଟକି ଥିବା ଧାନ ମିଳିବ । ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ ।

ମିଥୁନ – ଧନ ଅପବ୍ୟୟ ଠାରୁ ଦୂରେଇ ରୁହନ୍ତୁ । ବିବାଦ କରନ୍ତୁ ନାହିଁ । କଦଳୀ ଦାନ କରନ୍ତୁ ।

କର୍କଟ – ପ୍ରିୟଜନ ସହିତ ମିଳନ ହୋଇପାରେ । ବ୍ୟବସାୟରୁ ଲାଭ ମିଳିବ । ଅଧିକ ଦୌଡାଦୌଡି କରିବାକୁ ପଡିବ ।

ସିଂହ – ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ସନ୍ତାନ ପ୍ରତି ଯତ୍ନବାନ ହୁଅନ୍ତୁ । କ୍ୟାରିୟର ବାବଦରେ ସମସ୍ୟାର ସମାଧାନ ହେବ ।

କନ୍ୟା – ଚିନ୍ତା ଦୂର ହେବ । ବଡ ଆର୍ଥିକ ଲାଭ ହେବ । ବିବାହ ସ୍ଥିର ହେବ ।

ତୁଳା – ମନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ । ଧନ କ୍ଷତି ହେବା ପ୍ରତି ଧ୍ୟାନ ରଖନ୍ତୁ । ଭଗବାନଙ୍କୁ ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ ।

ବିଛା – ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ଗୁରୁତ୍ୱପୂର୍ଣ୍ଣ କମ ପ୍ରତି ଦାୟିତ୍ଵବାନ ହୁଅନ୍ତୁ । ଯାତ୍ରା ଯୋଗ ରହିଛି ।

ଧନୁ – ବୁଡିଯାଇଥିବା ଧନ ମିଳିବ । ପରିବାରରେ ମାଙ୍ଗଳିକ କାମ ହେବ । ପାରିବାରିକ ସମସ୍ୟାର ସମାଧାନ ହେବ ।

ମକର – କ୍ୟାରିୟରଜନିତ ସମସ୍ୟାର ସମାଧାନ ହେବ । ମାନ ସମ୍ମାନ ସହିତ ପ୍ରତିଷ୍ଠା ବଢିବ । ଆର୍ଥିକ ଲାଭର ଯୋଗ ରହିଛି ।

କୁମ୍ଭ – ବିବାଦରୁ ଦୂରେଇ ରୁହନ୍ତୁ । ଧନ ଖର୍ଚ୍ଚ ବଢିବ । କଦଳୀ ଦାନ କରନ୍ତୁ ।

ମୀନ – ଆର୍ଥିକ ଲାଭ ହେବ । ବାହନ ସୁଖ ପ୍ରାପ୍ତି ହେବ । ସନ୍ତାନକୁ ସଫଳତା ମିଳିବ ।

horoscope  ୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

Related posts

୨୩ ନଭେମ୍ବର, ଗୁରୁବାର – ରାଶିଫଳ

Krishna Kumar Manoj

୨୦ ଡିସେମ୍ବର ବୁଧବାର , ଜାଣନ୍ତୁ କେମିତି କଟିବ ଆଜିର ଦିନ

Krishna Kumar Manoj

୨୦ ନଭେମ୍ବର, ସୋମବାର – ରାଶିଫଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More