26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ସଂଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ ୨୧ ନୂଆ ଚେହେରା

ସଂଧ୍ୟା ୬ଟାରେ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ସମ୍ଭାବ୍ୟ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ନାଥ ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ ସାମିଲ ହୋଇପାରନ୍ତି । ସେହିପରି ଅନୁପ୍ରିୟା ପଟେଲ, କପିଲ ପାଟିଲ, ମୀନାକ୍ଷୀ ଲେକ୍ଷୀ, ରାହୁଲ କସୱା, ଅଶ୍ୱିନୀ ବୈଷ୍ଣବ, ଶାନ୍ତନୁ ଠାକୁରବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିନୋଦ ସୋନକର, ପଙ୍କଜ ଚୌଧୁରୀ, ଆରଏସପି ସିଂ, ଦିଲେଶ୍ୱର କାମତ, ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ, ରାମନାଥ ଠାକୁର, ରାଜକୁମାର ରଂଜନ, ବିଏଲ ବର୍ମା, ଅଜୟ ମିଶ୍ରା, ହିନା ଗାଭିତଙ୍କ ପରି ନାଁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚାରେ ରହିଛି । ଶୋଭା କରନ୍ଦଲାଜେ, ଅଜୟ ଭଟ୍ଟ, ପ୍ରୀତମ ମୁଣ୍ଡେ, ବିିଶେଶ୍ୱର ଟୁଡୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ମୋଦୀ କ୍ୟାବିନେଟରେ ନୂଆ ପୁରୁଣା ମିଶାଇ ସାମିଲ ହେବେ ୪୩ ଜଣ ମନ୍ତ୍ରୀ । ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ମିଳିପାରେ । ମୋଦୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି ୧୧ ଜଣ ମହିଳା ।

ପଢନ୍ତୁ: ଆଦିତ୍ୟଙ୍କ ମୃତ୍ୟୁକୁ ପୁରିଲା ବର୍ଷେ, ଏବେବି ରହସ୍ୟ ଘେରରେ ମୃତ୍ୟୁର କାରଣ

Related posts

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

କମିଲା ସୁନା ଦର

Ratnamani Maharana

ତୃତୀୟ ଲହର ପୂର୍ବରୁ କାରୋନାରେ ଆକ୍ରାନ୍ତ ହେଲେଣି ପିଲା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More