• Home
  • ASTRO
  • HOROSCOPES
  • ୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ
HOROSCOPES

୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ

୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ :

ମେଷ – ସମସ୍ୟା ସମାଧାନ ହେବ । ସ୍ଵାସ୍ଥ୍ୟରେ ସୁଧାର ହେବ । ଆର୍ଥିକ ଲାଭ ହେବ।

ବୃଷ – ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଗୁଡ ଖାଇ ଘରୁ ବାହାରନ୍ତୁ ।

ମିଥୁନ – ପରିବାରରେ ଖୁସି ଆସିବ । ବିବାହ ସ୍ଥିର ହେବାର ଯୋଗ ରହିଛି । ସମ୍ପର୍କଜନିତ ସମସ୍ୟା ଦୂର ହେବ ।

କର୍କଟ – ଧନ ଲାଭ ହେବ । ମାନ-ସମ୍ମାନ ମିଳିବ । ଦୌଡା ଦୌଡି ଅଧିକ କରିବାକୁ ପଡିବ ।

ସିଂହ – ସ୍ଵାସ୍ଥ୍ୟରେ ସୁଧାର ଆସିବ । ଚାକିରିରେ ଲାଭ ହେବ । ଦାୟିତ୍ଵହିନତାରୁ ଦୂରେଇ ରୁହନ୍ତୁ ।

କନ୍ୟା – କର୍ମକ୍ଷେତ୍ରରେ ଚିନ୍ତା ବଢିବ । ଲେଖା ପଢା ଉପରେ ସାବଧାନ ରୁହନ୍ତୁ । ହନୁମାନ ଚାଳିଶା ପଥ କରନ୍ତୁ ।

ତୁଳା – ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ମୋକଦ୍ଦମାରେ ସଫଳତା ମିଳିବ । ନୂତନ କାର୍ଯ୍ୟର ସୁଯୋଗ ମିଳିବ ।

ବିଛା – ଆର୍ଥିକ ସ୍ଥିତି ଭଲ ରହିବ । ପରିବାରରେ ସମସ୍ୟାଗୁଡିକର ସମାଧାନ ହେବ । ତରତର ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ ।

ଧନୁ – କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ସମ୍ପତି ଲାଭ ହେବ ।

ମକର – ସମ୍ପର୍କରେ ସମସ୍ୟା ଦେଖାଦେବ । ଆଘାତ ପାଇବାରୁ ନିଜକୁ ଦୂରେଇ ରଖନ୍ତୁ । ଗୁଡ ଦାନ କରନ୍ତୁ ।

କୁମ୍ଭ – ଈଶ୍ଵରଙ୍କ ଆଡକୁ ଆକର୍ଷିତ ହେବେ । କ୍ୟାରିୟରରେ ସଫଳତା ମିଳିବ । ଧନ ଲାଭ ହେବ ।

ମୀନ – ମାନ-ସମ୍ମାନ ମିଳିବ । ସମ୍ପତିଜନିତ ବିବାଦ ସମାଧାନ ହେବ । ଅଟକି ରହିଥିବା କାମ ପୂର୍ଣ୍ଣ ହେବ ।

ରାଶିଫଳ  ୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ                                                                                                                              2

ପଢନ୍ତୁ, ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ , ଶୀଘ୍ର ସୁଫଳ ମିଳିବ

Related posts

୪ ନଭେମ୍ବର, ଆଜିର ରାଶିଫଳ

Krishna Kumar Manoj

୨ ନଭେମ୍ବର, ଗୁରୁବାର – ରାଶିଫଳ

Krishna Kumar Manoj

୨୦ ଡିସେମ୍ବର ବୁଧବାର , ଜାଣନ୍ତୁ କେମିତି କଟିବ ଆଜିର ଦିନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More