HOROSCOPES

୨୨ ନଭେମ୍ବର, ବୁଧୁବାର – ରାଶିଫଳ

୨୨ ନଭେମ୍ବର, ବୁଧୁବାର – ରାଶିଫଳ :

ମେଷ – ସ୍ଵାସ୍ଥ୍ୟରେ ସୁଧାର ହେବ । ମାନ-ସମ୍ମାନ ମିଳିବ । ସମ୍ପତି ସୁଖ ମିଳିବ ।

ବୃଷ – ଚାକିରିରେ ଲାଭ ମିଳିବ। ଧନ ଲାଭ ହେବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।

ମିଥୁନ – ବିବାଦରୁ ଦୂରେଇ ରୁହନ୍ତୁ । ଧନର ଆଦାନ-ପ୍ରଦାନ ସମୟରେ ସାବଧାନ ରୁହନ୍ତୁ । ସବୁଜ ପାନମଧୁରୀ ଖାଇ ଘରୁ ବାହାରନ୍ତୁ ।

କର୍କଟ – ପାରିବାରିକ ଜୀବନ ସୁଖମୟ ରହିବ । ସ୍ଵାସ୍ଥ୍ୟରେ ସୁଧାର ହେବ । ଯାତ୍ରା ଯୋଗ ରହିଛି ।

ସିଂହ – ଦୌଡା ଦୌଡି ବଢି ଯିବ । ମାନ-ସମ୍ମାନ ମିଳିବ । ଧନ ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।

କନ୍ୟା – ଅଟକି ରହିଥିବା କାମ ପୁରା ହେବ । ସନ୍ତାନ ପକ୍ଷକୁ ସଫଳତା ମିଳିବ । ମାନ-ସମ୍ମାନ ମିଳିବ ।

ତୁଳା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । ସବୁଜ ଫଳ ଦାନ କରନ୍ତୁ ।

ବିଛା – ଅଟକି ଥିବା ଧନ ମିଳିବ । ଛୋଟ ଯାତ୍ରାର ଯୋଗ ରହିଛି । ଘର କାମରେ ବ୍ୟସ୍ତ ରହିବେ ।

ଧନୁ – ବ୍ୟସ୍ତତା ବଢିବ । ଲେଖା ପଢା ପ୍ରତି ସାବଧାନ ରୁହନ୍ତୁ । ଧନ ଲାଭ ହେବ ।

ମକର – କ୍ୟାରିୟରରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଦୂର ହେବ । ଧନ ପ୍ରାପ୍ତି ହେବ ।

କୁମ୍ଭ – ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କ୍ରୋଧ ଉପରେ ସଂଯମ ରକ୍ଷା କରନ୍ତୁ । ଗଣେଶଙ୍କ ପୂଜା କରନ୍ତୁ ।

ମୀନ – ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ ।

ରାଶିଫଳ  ୨୨ ନଭେମ୍ବର, ବୁଧୁବାର – ରାଶିଫଳ                                                                                                                              2

ପଢନ୍ତୁ, ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

Related posts

ଜାଣନ୍ତୁ ଆଜିର ରାଶିଫଳ

Krishna Kumar Manoj

୩ ନଭେମ୍ବର , ରାଶିଫଳ

Krishna Kumar Manoj

୨୩ ନଭେମ୍ବର, ଗୁରୁବାର – ରାଶିଫଳ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More