HOROSCOPES

୨୩ ନଭେମ୍ବର, ଗୁରୁବାର – ରାଶିଫଳ

ରାଶିଫଳ

୨୩ ନଭେମ୍ବର, ଗୁରୁବାର – ରାଶିଫଳ :

ମେଷ – ସ୍ଵାସ୍ଥ୍ୟରେ ସୁଧାର ହେବ । ମାନ-ସମ୍ମାନ ମିଳିବ । ସମ୍ପତି ସୁଖ ମିଳିବ ।

ବୃଷ – ଚାକିରିରେ ଲାଭ ମିଳିବ। ଧନ ଲାଭ ହେବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।

ମିଥୁନ – ବିବାଦରୁ ଦୂରେଇ ରୁହନ୍ତୁ । ଧନର ଆଦାନ-ପ୍ରଦାନ ସମୟରେ ସାବଧାନ ରୁହନ୍ତୁ । ସବୁଜ ପାନମଧୁରୀ ଖାଇ ଘରୁ ବାହାରନ୍ତୁ ।

କର୍କଟ – ପାରିବାରିକ ଜୀବନ ସୁଖମୟ ରହିବ । ସ୍ଵାସ୍ଥ୍ୟରେ ସୁଧାର ହେବ । ଯାତ୍ରା ଯୋଗ ରହିଛି ।

ସିଂହ – ଦୌଡା ଦୌଡି ବଢି ଯିବ । ମାନ-ସମ୍ମାନ ମିଳିବ । ଧନ ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।

କନ୍ୟା – ଅଟକି ରହିଥିବା କାମ ପୁରା ହେବ । ସନ୍ତାନ ପକ୍ଷକୁ ସଫଳତା ମିଳିବ । ମାନ-ସମ୍ମାନ ମିଳିବ ।

ତୁଳା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । ସବୁଜ ଫଳ ଦାନ କରନ୍ତୁ ।

ବିଛା – ଅଟକି ଥିବା ଧନ ମିଳିବ । ଛୋଟ ଯାତ୍ରାର ଯୋଗ ରହିଛି । ଘର କାମରେ ବ୍ୟସ୍ତ ରହିବେ ।

ଧନୁ – ବ୍ୟସ୍ତତା ବଢିବ । ଲେଖା ପଢା ପ୍ରତି ସାବଧାନ ରୁହନ୍ତୁ । ଧନ ଲାଭ ହେବ ।

ମକର – କ୍ୟାରିୟରରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଦୂର ହେବ । ଧନ ପ୍ରାପ୍ତି ହେବ ।

କୁମ୍ଭ – ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କ୍ରୋଧ ଉପରେ ସଂଯମ ରକ୍ଷା କରନ୍ତୁ । ଗଣେଶଙ୍କ ପୂଜା କରନ୍ତୁ ।

ମୀନ – ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ପ୍ରେମ ସମ୍ପର୍କରେ ସଫଳତା ମିଳିବ ।

ରାଶିଫଳ

ପଢନ୍ତୁ, ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

ଜାଣନ୍ତୁ ଆଜିର ରାଶିଫଳ

ENO Beuro

Leave a Comment