• Home
  • ASTRO
  • HOROSCOPES
  • ୨୪ ନଭେମ୍ବର, ଶୁକ୍ରବାର – ରାଶିଫଳ
HOROSCOPES

୨୪ ନଭେମ୍ବର, ଶୁକ୍ରବାର – ରାଶିଫଳ

୨୪ ନଭେମ୍ବର, ଶୁକ୍ରବାର – ରାଶିଫଳ :

ମେଷ – ରୋଜଗାର ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ନୂତନ ଦାୟିତ୍ଵ ମିଳିବ । ଅଟକି ଥିବା ପଇସା ମିଳିବ ।

ବୃଷ – ଧନ ଲାଭ ହୋଇପାରେ । ସ୍ଵାସ୍ଥ୍ୟରେ ସୁଧାର ଦେଖାଦେବ । ଅଟକି ଥିବା କାମ ପୂର୍ଣ୍ଣ ହେବ ।

ମିଥୁନ – ଦିନ ଆଳସ୍ୟପୂର୍ଣ୍ଣ ରହିବ । ଗୁରୁତ୍ୱପୂର୍ଣ୍ଣ କାମ ଅଟକି ପରେ । ଗଣେଶ ଭଗବାନଙ୍କୁ ଡୁବ ଅର୍ପଣ କରନ୍ତୁ ।

କର୍କଟ – ଦିନ ସାରା ଦୌଡା ଦୌଡି କରିବାକୁ ପଡିପାରେ । ରୋଜଗାର ପାଇଁ ପ୍ରୟାସରେ ସଫଳତା ମିଳିବ । ଧନ ଓ ମାନ-ସମ୍ମାନ ମିଳିବ ।

ସିଂହ – ଅଧିକ ଯାତ୍ରା  କରିବାକୁ ପଡିପାରେ । ଚାକିରିରେ ଚାପ ବଢିବ । ସ୍ଥାନ ପରିବର୍ତ୍ତନ ହୋଇପାରେ ।

କନ୍ୟା – ପୁରୁଣା ବିବାଦର ସମାଧାନ ହେବ । ଧନ ଲାଭ ହେବ । ଘରେ ଗୁରୁଜନମାନଙ୍କ ସାହାଯ୍ୟ ମିଳିବ ।

ତୁଳା – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଦହି ଖାଇ ଘରୁ ବାହାରନ୍ତୁ ।

ବିଛା – କେତେକ ପୁରୁଣା ସମସ୍ୟାର ସମାଧାନ ହେବ । ମନୋଦଶାରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଭଲ ରହିବ ।

ଧନୁ – କାମରେ ବ୍ୟସ୍ତତା ବଢିବ । ଲେଖା ପଢାରେ ସାବଧାନ ରୁହନ୍ତୁ । ନୂଆ ଦାୟିତ୍ଵ ଗ୍ରହଣ କରିବେ ।

ମକର – ବିବାହସମ୍ବନ୍ଧୀୟ ସମସ୍ୟା ସମାଧାନ ହେବ । ସମ୍ପର୍କରେ ସମସ୍ୟା ଦୂର ହେବ । ଚାକିରିକ୍ଷେତ୍ରରେ ସୁଧାର ଆସିବ ।

କୁମ୍ଭ – କିଛି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ । ଗୁରୁଜନମାନଙ୍କ ଉପଦେଶରେ ଲାଭ ମିଳିବ ।

ମୀନ – କ୍ୟାରିୟରରେ ସଫଳତା ମିଳିବ । ବୁଡିଯାଇଥିବା ଧନ ମିଳିବ । ସମ୍ପର୍କରେ ସୁଧାର ଆସିବ ।

ରାଶିଫଳ  ୨୪ ନଭେମ୍ବର, ଶୁକ୍ରବାର – ରାଶିଫଳ                                                                                                                              3

ପଢନ୍ତୁ, ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Related posts

ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

Krishna Kumar Manoj

୧୩ ନଭେମ୍ବର ସୋମବାର , ରାଶିଫଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More