EnewsOdia.Com

୨୫୦ କିଲୋ ଆତଙ୍କବାଦୀକୁ ଗିରଫ କରି ଟ୍ରକରେ ବୋହିନେଲା ପୋଲିସ

ଆତଙ୍କବାଦୀ ଗିରଫ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଇରାକ୍‌ର ମୋସୁଲରୁ ଏମିତି ଜଣେ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି। ଇରାକୀ ସେନା ମୋସୁଲ୍‌ ସହରରେ ଜଣେ ଆଇଏସଆଇଏସ୍‌ ମୌଲବୀଙ୍କୁ ଗରିଫ କରିଛି। ଗିରଫ ସିନା କରିଦେଲେ, ହେଲେ ତାଙ୍କୁ ନେଇ ଏବେ ହରଡଘଣାରେ ପଡ଼ିଛି ସେନା। ତାଙ୍କୁ ନେବ କେମିତି ? ରଖିବ କେଉଁଠି ? ଏମିତି ଅନେକ ପ୍ରଶ୍ନ ଏବେ ଇରାକୀ ସେନା ସାମ୍ନାରେ।

ସୂଚନାନୁସାରେ, ISIS ଆତଙ୍କୀ ସିଫ ଅଲ ନିମା ଅବୁ ଅବଦୁଲ ବାରି ନାମରେ ପରିଚିତ । ତେବେ ତାଙ୍କୁ ଇରାକର ସ୍ୱାଟ ଟିମ ପଶ୍ଚିମ ଇରାକରୁ ଗିରଫ କରିଛି । ଇରାକର ମୋସୁଲରେ ISIS ଆତଙ୍କୀକୁ ଧରିବାକୁ ଯାଇଥିବା ସ୍ୱାଟ ଟିମ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଆତଙ୍କବାଦୀଙ୍କୁ ଏକ ରୁମ ଭିତରେ ବସିବାର ଦେଖିଥିଲେ । କାରଣ ଆତଙ୍କୀ ଜଣକ ପୋଲିସକୁ ଦେଖି ମଧ୍ୟ ଟିକିଏ ହଲି ପାରୁନଥିଲା । ସବୁଠାରୁ ବଡ଼କଥା ହେଉଛି ଏହି ଆତଙ୍କବାଦୀଙ୍କ ଓଜନ ଥିଲା ୨୫୦ କିଲୋ ଏବଂ ଯେତେବେଳେ ତାଙ୍କୁ ଗିରଫ କରାଗଲା ଜେଲକୁ ନେବାପାଇଁ ଏକ ପିକଅପ ଟ୍ରକର ଆବଶ୍ୟକତା ପଡିଥିଲା ।

ପଢନ୍ତୁ: ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ସମ୍ବନ୍ଧିତ ଖବର

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

Ratnamani Maharana

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଏକ କ୍ୟାବିନ୍‌ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

Ratnamani Maharana

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

Ratnamani Maharana

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

Ratnamani Maharana