HOROSCOPES

୨୫ ନଭେମ୍ବର, ଶନିବାର – ରାଶିଫଳ

୨୫ ନଭେମ୍ବର, ଶନିବାର – ରାଶିଫଳ :

ମେଷ – ଜୀବନସାଥୀ ସହିତ ହୋଇଥିବା ମତଭେଦ ସମାଧାନ ହୋଇଯିବ । ଚାକିରିରେ ନୂତନ ସୁଯୋଗ ମିଳିବ । ପଇସା ମିଳିପାରେ ।

ବୃଷ – ପରିବାର ଲୋକଙ୍କ ସହଯୋଗ ମିଳିବ । କାମ ପାଇଁ ନୂତନ ସୁଯୋଗ ପ୍ରାପ୍ତି ହେବ । ଆର୍ଥିକ ଲାଭ ହେବ ।

ମିଥୁନ – କ୍ରୋଧ ପାଇଁ ନିକଟତର ସମ୍ପର୍କ ବିଗିଡି ପରେ । ସନ୍ତାନଙ୍କୁ ନେଇ ଚିନ୍ତା ବଢିପାରେ । ଘିଅ ଖାଇ ଘରୁ ବାହାରନ୍ତୁ ।

କର୍କଟ – ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଚାକିରିରେ ଧନ ପ୍ରାପ୍ତି ହେବ । ସ୍ଵାସ୍ଥ୍ୟରେ ସୁଧାର ଆସିବ ।

ସିଂହ – ଚାକିରିରେ ବ୍ୟସ୍ତତା ବଢିବ । ଦୌଡା ଦୌଡି ଅଧିକ କରିବାକୁ ପଡିବ । ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ ।

କନ୍ୟା – ସ୍ଵାସ୍ଥ୍ୟରେ ସୁଧାର ଆସିବ । ଅଟକି ଥିବା କାମ ପୁରା ହେବ । ନୂତନ ଦାୟିତ୍ଵ ମିଳିପାରେ ।

ତୁଳା – ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଶନି ଚାଳିଶା ପଥ କରନ୍ତୁ ।

ବିଛା – ମାନ-ସମ୍ମାନ ଓ ଯଶ ମିଳିବ । ପାରିବାରିକ ସ୍ଥିତିରେ ସୁଧାର ଆସିବ । ଛୋଟ ଯାତ୍ରାର ଯୋଗ ରହିଛି ।

ଧନୁ – କର୍ମକ୍ଷେତ୍ରରେ ଚିନ୍ତା ବଢିପାରେ । ଅନାବଶ୍ୟକ ଚିନ୍ତା ବଢିପାରେ । ଗୁରୁଜନମାନଙ୍କ ଉପଦେଶ ମାନି ଚାଲିଲେ ଲାଭ ହେବ ।

ମକର – ସ୍ୱାସ୍ଥ୍ୟ ଭଲ ରହିବ । କ୍ୟାରିୟରରେ ସଫଳତା ମିଳିବ । ବିବାହ ସ୍ଥିର ହୋଇପାରେ ।

କୁମ୍ଭ – ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ । ତରତର ହୋଇ କୌଣସି କାମ କରନ୍ତୁ ନାହିଁ । ପୂଜା ପାଇଁ ଟିକେ ସମୟ ବାହାର କରନ୍ତୁ ।

ମୀନ – କ୍ୟାରିୟରର ପରିବର୍ତ୍ତନର ଯୋଗ ରହିଛି । ସନ୍ତାନମାନଙ୍କ ଚିନ୍ତା ଦୂର ହେବ । ଅଚିହ୍ନା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ।

ପଢନ୍ତୁ, ଘରେ ରଖନ୍ତୁ ଏହି ବାଦ୍ୟଯନ୍ତ୍ର : ପାରିବାରିକ ସମ୍ପର୍କରେ ପ୍ରେମ ଓ ସଦଭାବନା ବଢିବ

Related posts

୨୨ ନଭେମ୍ବର, ବୁଧୁବାର – ରାଶିଫଳ

ENO Beuro

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More