News

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା

ଟ୍ଵିଟ୍‌ ବଛାଇଲା ୨୬ ଜଣ ନାବାଳିକାଙ୍କ ଜୀବନ

  • ଏକ ବଡ ଧରଣର ଅଘଟଣରୁ ଟ୍ଵିଟ୍‌ ବଛାଇଲା ୨୬ ଜଣ ନାବାଳିକାଙ୍କ ଜୀବନ । ମୁଜାଫରପୁର-ବାନ୍ଦ୍ରା ଅଓ୍ଵଧ ଏକ୍ସପ୍ରେସରେ ଯାତ୍ରୀମାନେ ଏସ-୫ ବଗିରେ ୨୬ ଜଣ ଝିଅ କାନ୍ଦୁଥିବା ଦେଖି ସନ୍ଦେହରେ ପଡିଥିଲେ ଏବଂ ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ପ୍ରଥମେ ଟ୍ଵିଟ୍ ମାଧ୍ୟମରେ ପୋଷ୍ଟ ଦେଇଥିଲେ ।

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା Indian Railways twitter e1530894961314

  • ସେହି ପୋଷ୍ଟଟିକୁ ତତ୍ ସଙ୍ଗେ ସଙ୍ଗେ ରେଳବାଇକୁ ଆକର୍ଷିତ ହେବା ଦ୍ଵାରା ।

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା train 1 1

  • ରେଳବାଇ ପୁଲିସ୍‌ର ମିଳିତ ଉଦ୍ୟମରେ ଜିଆରପିର ଏକ ସ୍ୱତନ୍ତ୍ର ଟିମ୍‌ ଗୋରଖପୁର ଓ ପ୍ରତାପଗଡ଼ରେ ସାଦା ପୋଷାକରେ ଟ୍ରେନରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ସହ ଜଣେ ୨୨ ବର୍ଷର ଯୁବକ ଓ ୫୫ ବର୍ଷର ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା RPF rescues 26 minor girls from Awadh Express 644x362

ପଢନ୍ତୁ : ଫିଫା ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ୍‍

Related posts

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ENO Beuro

ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ

ENO Beuro

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More