SPORTS

ଆର୍‌ସିବିର ୨ୟ ବିଜୟ

୨୬ ଛକା, ୩୫ ଚୌକା କୋହଲିଙ୍କ ଶତକ ନେଲା ପ୍ରତିଶୋଧ

ଇଡେନ ଗାର୍ଡେନରେ ଖେଳାଯାଇଥିବା ଆଇପିଏଲର ୩୫ତମ ମ୍ୟାଚରେ ଦ୍ଵିତୀୟ ଥର ପାଇଁ ବିଜୟ ହାସଲ କରିଛି ଆରସିବି । ଆନ୍ଦ୍ରେ ‌ରସେଲ୍‌ ଓ ନୀତୀଶ ରାଣାଙ୍କ ପ୍ରହାରକୁ ପ୍ରତିହତ କରି ଆର୍‌ସିବି ୧୦ ରନ୍‌ରେ କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ପରାସ୍ତ କରି ବାଙ୍ଗାଲୋର ୨ୟ ବିଜୟ ହାସଲ କରିଛି। ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଆୟୋଜକ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଥିଲା। ଏହି ମ୍ୟାଚରେ ହିରୋ ସାଜିଥିଲେ ଆରସିବି ଅଧିନାୟକ ବିରାଟ କୋହଲି । କୋହଲି-ମୋଇନଙ୍କ ପାଳି ପାଇଁ କିନ୍ତୁ ବାଙ୍ଗାଲୋର୍‌ ଏହାର ପ୍ରତିଶୋଧ ନେଇଯାଇଥିଲା।

 

ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଶତକ  (୧୦୦ ରନ୍‌) ପରେ ମୋଇନ୍ ଅଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ  ବଳରେ ବାଙ୍ଗାଲୋର ୪ ୱିକେଟରେ ୨୧୩ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରି ପାରିଥିଲା।୨୧୪ ରନ୍ ଲକ୍ଷ୍ୟରେ କେକେଆର୍ ଦୟନୀୟ ଭାବେ ଇନିଂସ ଆରମ୍ଭ କରିଥିଲା। ଜବାବରେ କେକେଆର ୫ ୱିକେଟ ହରାଇ ୨୦୩ ରନ କରିପାରିଥିଲା। ସତକୀୟ ଇନିଗ୍ସ  ପାଇଁ ବିରାଟ କୋହଳି ମ୍ୟାନ ଓଫ ଦ ମ୍ୟାଚ  ବିବେଚିତ ହୋଇଥିଲେ।

ପଢନ୍ତୁ: ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ହେବ: ରବି ଶାସ୍ତ୍ରୀ

Related posts

ଏଫଆଇଏଚ୍‌ ସିରିଜ୍‌ ହକି ସେମିଫାଇନାଲରେ ଭାରତ

Ratnamani Moharana

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

ଚିଟ୍‌ ଫଣ୍ଡ ଠକାମିର ଶିକାର ହେଲେ ରାହୁଲ ଦ୍ରାବିଡ଼ ,ପୋଲିସରେ କଲେ ଅଭିଯୋଗ

ENO Beuro

1 comment

Leave a Comment