୨୯ ନଭେମ୍ବର , ବୁଧବାର – ରାଶିଫଳ

୨୯ ନଭେମ୍ବର , ବୁଧବାର – ରାଶିଫଳ :

ମେଷ – ଖାଦ୍ୟ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ସନ୍ତାନପକ୍ଷରୁ ସୁଖ ମିଳିବ ।

ବୃଷ – ବାହନ ସୁଖ ପ୍ରାପ୍ତି ହେବ । ଚାକିରିରେ ପରିବର୍ତ୍ତନ ଆସିପାରେ । ପରିବାରରେ ଖୁସି ଫେରିଆସିବ ।

ମିଥୁନ – ବିବାହ ସ୍ଥିର ହୋଇପାରେ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ପ୍ରିୟଜନଙ୍କ ସହିତ ସାକ୍ଷାତ ହୋଇପାରେ ।

କର୍କଟ – ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ । ଅଟକି ଥିବା କାମ ପୁରା ହେବ । ଧନ ଲାଭ ହେବ ।

ସିଂହ – ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ସନ୍ତାନର ଯତ୍ନ ନିଅନ୍ତୁ । ସବୁଜ ପାନମଧୁରୀ ଖାଇ ଘରୁ ବାହାରନ୍ତୁ ।

କନ୍ୟା – ଖାଦ୍ୟ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ । ବଡ ଆର୍ଥିକ ଲାଭ ହେବ । ବିବାହ ସ୍ଥିର ହେବା ଯୋଗ ରହିଛି ।

ତୁଳା – କ୍ୟାରିୟରରେ ପରିବର୍ତ୍ତନ ଯୋଗ ରହିଛି । ପୁରୁଣା ବନ୍ଧୁ ସହିତ ଦେଖା ହେବ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା – ମୋକଦ୍ଦମାରେ ବିଜୟ ମିଳିବ । କ୍ୟାରିୟରରେ ସଫଳତା ମିଳିବ । ଲେଖା ପଢାରେ ସାବଧାନ ରୁହନ୍ତୁ ।

ଧନୁ – ସ୍ୱାସ୍ଥ୍ୟ ଟିକେ ଖରାପ ରହିବ । ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ । ମାନ ସମ୍ମାନ ମିଳିବ ।

ମକର – ନୂଆ ବ୍ୟବସାୟ ଆରମ୍ଭ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ଥାନ ପରିବର୍ତ୍ତନ ହୋଇପାରେ ।

କୁମ୍ଭ – ବିବାହ ଯୋଗ ରହିଛି । ସମ୍ପତି ମିଳିପାରେ । ଶିକ୍ଷାରେ ସଫଳତା ମିଳିବ ।

ମୀନ – ପ୍ରିୟଜନ ସାକ୍ଷାତ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ନୂତନ ଚାକିରି ମିଳିପାରେ ।

 

ପଢନ୍ତୁ, ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କଲାବେଳେ କାର୍ଡ କ୍ଲୋନିଂ ପ୍ରତି ସତର୍କ ରୁହନ୍ତୁ