News

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା !

ଝାରସୁଗୁଡା ବିମାନ ବନ୍ଦରକୁ ଡିଜିସିଏ ଲାଇସେନ୍ସ

ଦୀର୍ଘ ପ୍ରତୀକ୍ଷାର ଅନ୍ତ । ରାଜ୍ୟ ପାଇଁ ଖୁସି ଖବର । ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା । ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ଏହା ସହ ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ଆଗାମୀ ଦିନରେ ଏଠାରେ ବିମାନଚଳାଚଳ ଆରମ୍ଭ କରିବ ।

ଝାରସୁଗୁଡାକୁ ବିମାନ ବନ୍ଦର ଭାବେ ଆନୁଷ୍ଠାନିକ ମାନ୍ୟତା ମିଳିବା ପରେ ଆଗକୁ ଜୟପୁର, ରାଉରକେଲା ଓ ଉକ୍ରେଲାକୁ ମଧ୍ୟ ଏହି ମାନ୍ୟତା ମିଳିବାର ବାଟ ଫିଟିଛି ବୋଲି ଏହି ଓଡିଶା କ୍ୟାଡର ଆଇଏଏସ ଉଲ୍ଲେଖ କରିଛନ୍ତି । ଝାରସୁଗଡାକୁ ବିମାନ ବନ୍ଦର ମାନ୍ୟତା ମିଳିବା ପରେ ଏଠାକୁ ବିମାନ ଚଳାଚଳ କଲେ ବ୍ୟବସାୟ ଓ ଯୋଗାଯୋଗ ଦୃଷ୍ଟିରୁ ଅଧିକ ସୁବିଧା ହେବ ବୋଲି ଆଶା କରାଯାଉଛି ।

ପଢନ୍ତୁ ;

ମାଠିଆରୁ ପାଣି ପିଇଲେ ଶରୀରରୁ କେଉଁ କେଉଁ ରୋଗ ଦୂର ହୋଇଥାଏ? ଆସନ୍ତୁ ଜାଣିବା

Related posts

ଭାରତରୁ ଖାଦ୍ୟ ପଦାର୍ଥ କ୍ରୟ କରିବେ ପଶ୍ଚିମ ୟୁରୋପ କମ୍ପାନୀ

ENO Beuro

‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ, ଖୋଲିବ ବାବାଙ୍କ ଗୁମର ପେଡି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More