EnewsOdia.Com

ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି

ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ କୁହାଯାଇଥିଲା।

ଲୋକସେବା ଭବନରେ ବସିଥିବା ବୈଠକ ଶେଷରେ କୃଷି ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଠକରେ କୃଷି ସଚିବଙ୍କ ସମେତ ଅର୍ଥ ସଚିବ ଅଶୋକ ମୀନାଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଯୋଗ୍ୟ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଫେରସ୍ତ ନେଇ ଉଦ୍ୟମ ଜାରି ରହିଛି ବୋଲି କୃଷି ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି ।

ପଢନ୍ତୁ: ‘ଆହାର’ କେନ୍ଦ୍ରରେ ଆରମ୍ଭ ହେଲା ପ୍ଲାଷ୍ଟିକ ଦିଅ, ପେଟପୁରା ଖାଅ ଅଭିଯାନ

ସମ୍ବନ୍ଧିତ ଖବର

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana

କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

Ratnamani Maharana

ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

Ratnamani Maharana

ମହିଳାମାନଙ୍କ ପାଇଁ ଖୋଲା ଯିବ ସ୍ୱତନ୍ତ୍ର ମଦ ଦୋକାନ

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana