HOROSCOPES

୨ ନଭେମ୍ବର, ଗୁରୁବାର – ରାଶିଫଳ

୨ ନଭେମ୍ବର, ଗୁରୁବାର – ରାଶିଫଳ

ମେଷ – ଚାକିରିରେ ସମସ୍ୟା ଦେଖାଦେବ । ନୂତନ ଦାୟିତ୍ଵ ଓ ପରିବର୍ତ୍ତନ ରେ ଯୋଗ ରହିଛି । ବିବାହ ମାମଲାରେ ଗତି ଆସିବ ।

ବୃଷ – ପୁରୁଣା ଇଚ୍ଛା ପୂରଣ ହେବ । ମାଲିମୋକଦ୍ଦମା ରୁ ମୁକ୍ତି ମିଳିବ । ଯାତ୍ରା କରିବାକୁ ପଡିପାରେ ।

ମିଥୁନ – ବିବାହ ଓ ପ୍ରେମ ମାମଲାରେ ସୁଧାର ଆସିବ । ଚାକିରି ଓ ଜୀବନରେ ସୁଯୋଗ ମିଳିବ । କ୍ରୋଧ ରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ – ସ୍ୱାସ୍ଥ୍ୟ ବିଗିଡି ପରେ । ଯାତ୍ରାରେ କ୍ଷତି ହୋଇପାରେ । ଜୀବନସାଥୀଙ୍କ ପାଇଁ ସମସ୍ୟା ଉପୁଜିପରେ ।

ସିଂହ – ପରିବାରରେ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଚାକିରିରେ ସମସ୍ୟା ବଢିପାରେ । କୌଣସି ମହିଳାଙ୍କ ଠାରୁ ସହଯୋଗ ମିଳିପାରେ ।

କନ୍ୟା – ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । କାମରେ ଚିନ୍ତା ଓ ଚାପ କମିବା । ଶରୀର ସୁସ୍ଥ ରହିବା ।

ତୁଳା – ବିଦେଶ ଯାତ୍ରାର ଯୋଗ ରହିଛି । କିଛି ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ । ଖର୍ଚ୍ଚ ବଢିବ ।

ବିଛା – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଚାକିରିରେ ପରିବର୍ତ୍ତନ ଓ ପଦୋନ୍ନତି ହେବ । ଧନ ଲାଭ ହେବ ।

ଧନୁ – ଘରର ଦାୟିତ୍ଵ ତୁଲାଇବାକୁ ପଡିବ । ସମ୍ପର୍କରେ ସମସ୍ୟା ଦେଖାଦେବ । ବାହନରେ ସମସ୍ୟା ହୋଇପାରେ ।

ମକର – ଯାତ୍ରାରେ କ୍ଳାନ୍ତି ଅନୁଭବ କରିବେ । ଚାକିରିରେ ପଦୋନ୍ନତି ହେବ । ଜୀବନସାଥୀ ସମସ୍ୟା ସୃଷ୍ଟି କରିପାରନ୍ତି ।

କୁମ୍ଭ – ଅଚାନକ ବାଦ ସୁଯୋଗ ମିଳିବ । ମାନ ସମ୍ମାନ ମିଳିବ । ଧନ ଖର୍ଚ୍ଚ ବଢିବ ।

ମୀନ – ଚାକିରିରେ ବଧ ସୃଷ୍ଟି ହେବ । ପାଦରେ ଆଘାତ ଲାଗିପରେ । ଧନାହାନି ଘଟିପରେ ।

୨ ନଭେମ୍ବର, ଗୁରୁବାର - ରାଶିଫଳ-  ନୂତନ ଦାୟିତ୍ଵ ଓ ପରିବର୍ତ୍ତନ ରେ ଯୋଗ ରହିଛି  ୨ ନଭେମ୍ବର, ଗୁରୁବାର – ରାଶିଫଳ                                                                                                                              1

ପଢନ୍ତୁ, ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

Related posts

୧୧ ନଭେମ୍ବର ଶନିବାର , ରାଶିଫଳ

Krishna Kumar Manoj

୨୩ ନଭେମ୍ବର, ଗୁରୁବାର – ରାଶିଫଳ

Krishna Kumar Manoj

୧୪ ନଭେମ୍ବର ମଙ୍ଗଳବାର , ରାଶିଫଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More