EnewsOdia.Com

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

ଆଜି ପ୍ରୋମସନ୍ ଅଦାଲତର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଦୁଇ ହଜାରରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣାଣି କରାଯିବାକୁ ଲକ୍ଷ ରଖାଯାଇଛି । ୧୦୦ ଜଣ ଅଭିଯୋଗକାରୀ ବ୍ୟକ୍ତିଗତ ଭାବରେ ଏହି ଶିବିରରେ ଉପସ୍ଥିତ ଥିଲେ । ସେମାନଙ୍କ ମାମଲା ସହିତ ଅନ୍ୟ ୧୦୦ଟି ମାମଲା ମଧ୍ୟ ଶୁଣାଣି ହୋଇଥିଲା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ CCR ଆବଶ୍ୟକ ନଥିବାରୁ, କେବଳ ତାଙ୍କ ଉପରିସ୍ତ ଅଧିକାରୀଙ୍କ ସୁପାରିଶରେ ତାଙ୍କୁ ପଦନ୍ନୋତି ଦିଆଯିବାକୁ ଧାର୍ଯ୍ୟ ହୋଇଛି ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ସହିତ ଯୋଯନା ଓ ସଂଯୋଯନା ବିଭାଗର ଶୁଣାଣୀ ହୋଇଛି । ଶନିବାର ଦିନ ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦନ୍ନୋତି ସମ୍ବନ୍ଧୀୟ ମାମଲାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି ।

ପଢନ୍ତୁ: ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

ସମ୍ବନ୍ଧିତ ଖବର

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

କରୋନାଭାଇରସ୍‌ ଆକ୍ରାନ୍ତଙ୍କ ଲାଗି ମାତ୍ର ୯ ଦିନରେ ୧୦୦୦ ଶଯ୍ୟାବିଶିଷ୍ଟ ବିଶାଳ ହସ୍‌ପିଟାଲ୍‌ ତିଆରି କଲା ଚୀନ୍‌

Ratnamani Maharana

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana

ମରିଗଲେ ୫୦୦୦ ହଜାର କୋମଳମତି ଶିଶୁ ! ଦୋହଲିଗଲା ପୂରା ଦେଶ

Ratnamani Maharana

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଓଡ଼ିଆ ଯବାନ

Ratnamani Maharana

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Ratnamani Maharana