ଆଜି ଦ୍ୱିତୀୟ ଟି-୨୦: ରୋହିତ ବାହିନୀର ସିରିଜ ଲକ୍ଷ୍ୟ

t20

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦। ଦିନିକିଆ ସିରିଜରେ ବିଜୟ ହାସଲ କରିବା ପରେ ଭାରତ ଟି୨୦ ସିରିଜରେ ମଧ୍ୟ ବାଜି ମାରିବା ଲକ୍ଷ୍ୟରେ ରହିଛି। ନବନିର୍ମିତ ସ୍ଥାନୀୟ ଏକନା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଆଜି ଦ୍ୱିତୀୟ ଟି୨୦ରେ ମୁହାଁମୁହ୍ନି ହେବେ। ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଖେଳାଯିବ।

t20

ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ ଜିତି ସରିଜ କବାଜ କରିବାକୁ ପଡିଆକୁ ଦଳ ପ୍ରସ୍ତୁତ । ତେଣୁ ଆଜିର ମ୍ୟାଚ ଜିତି ସରିଜ କବାଜ କରିବାକୁ ପଡିଆକୁ ଦଳ ପ୍ରସ୍ତୁତ ।

ସ୍ଥାନୀୟ କ୍ୟୁରେଟରଙ୍କ ଅନୁସାରେ ପ୍ରଥମେ ବ୍ୟାଟିଂ କରିବା ଦଳ ଯଦି ୧୩୦ରୁ ଅଧିକ ରନ ସ୍କୋର କରନ୍ତି ତେବେ ବିଜୟୀ ହେବାର ସମ୍ଭାବନା ଅଧିକ ରହିଛି। ନିଶ୍ଚିତ ରୂପେ ଏହି ମ୍ୟାଚରେ ବଡ଼ ସ୍କୋର ହେବ ନାହିଁ। ପିଚର ଉଭୟ ପଟରେ ଲମ୍ବା ସୁଖା ଘାସ ରହିଛି ଏବଂ ମଝିରେ ପିଚ ଫାଟ ରହିଛି। ପିଚ୍ ଧିମା ରହିବ ଏବଂ କମ ବାଉନ୍ସ ରହିବ। ପ୍ରାରମ୍ଭରେ ସ୍ପିନର ବଡ଼ ଭୂମିକା ନିଭାଇବାର ଆଶା କରାଯାଉଛି।

ପଢନ୍ତୁ; ‘ମୋ ବସ’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More