News

ବିବାହ କଲେ ୩୬ ଇଞ୍ଚ ଉଚ୍ଚତାର ବରକନ୍ୟା,ସୋସିଆଲ୍‌ ମିଡ଼ିଆରେ ହେଲା ଭାଇରାଲ

couple

ଉଭୟ ବରକନ୍ୟାଙ୍କ ଉଚ୍ଚତା ୩୬ ଇଞ୍ଚ

୩୬ ଇଞ୍ଚ ଉଚ୍ଚତାର ବରକନ୍ୟା ବିବାହ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଖଣ୍ଡବା ଜିଲ୍ଲାରେ। ବର ଧନେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ ଅର୍ଥାତ ୩୬ ଇଞ୍ଚ। ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୦ ବର୍ଷ ହେଲା ତାଙ୍କ ପାଇଁ ବଧୂ ସନ୍ଧାନରେ ଥିଲେ। ନିମାଡ଼ ଅଂଚଳରେ ଜଣେ ୩୬ ଇଂଚ ଉଚ୍ଚତା ବିଶିଷ୍ଟ ଝିଅ ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ବିବାହ ଠିକ ହୋଇଥିଲା ଏବଂ କିଛି ଦିନ ପରେ ହିଁ ବିବାହ ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ଏହି ବାହାଘରରେ ଦୁଇ ପରିବାର ବେଶ୍ ଖୁସିଅଛନ୍ତି।

ସୂଚନାଯୋଗ୍ୟ,୩୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଧନେଶ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ କାମ କରନ୍ତି। ତାଙ୍କ ପତ୍ନୀ ଚେତନା ଶର୍ମା ମଧ୍ୟ ଭଲ ପାଠ ପଢ଼ିବା ସହିତ ବଡବାନୀ ଜିଲ୍ଲାରେ ଗ୍ରାମୀଣ ଜୀବିକା ମିଶନରେ କାମ କରୁଛନ୍ତି। ନିଜର ଜୀବନ ସାଥିକୁ ନେଇ ବେଶ ଖୁସି ଥିବା କହିଛନ୍ତି ଧନେଶ

ପଢନ୍ତୁ; ବେଦାନ୍ତରେ ଲଙ୍କାକାଣ୍ଡ,ଜଣେ ଶ୍ରମିକଙ୍କ ମୃତ୍ୟୁ

Related posts

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ENO Beuro

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ENO Beuro

Leave a Comment