HOROSCOPES

୩ ନଭେମ୍ବର , ରାଶିଫଳ

୩ ନଭେମ୍ବର , ରାଶିଫଳ

ମେଷ – ଚାକିରିରେ ବାଧା ଉପୁଜି ପରେ । ଜୀବନର କୌଣସି ଗୁରୁତ୍ବପୂର୍ଣ ନିଷ୍ପତି ନେବାକୁ ପଡିପାରେ ।  ଯାତ୍ରା ଶୁଭଦାୟକ ହେବନାହିଁ ।

ବୃଷ – ଜୀବନସାଥୀଙ୍କୁ ନେଇ ସମସ୍ୟା ବଢିପାରେ । ଭୁଲ କରି ପସ୍ତେଇବାକୁ ପଡିପାରେ । ଚର୍ମଜନିତ ରୋଗ ଦେଖାଦେଇପାରେ ।

ମିଥୁନ – ଜୀବନର ନୂତନ ଯୋଜନା ବନେଇବେ । ପୁରୁଣା ସମ୍ପର୍କ ପୁଣି ଯୋଡିହେବ । ଚାକିରିରେ ସମ୍ମାନ ମିଳିବ ।

କର୍କଟ – ମା’ଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଦରକାରୀ କାମ ବିଗିଡିପାରେ । ଧନ ଉପାର୍ଜନ ପାଇଁ ପରିଶ୍ରମ କରିବାକୁ ପଡିବ ।

ସିଂହ – ସ୍ୱାସ୍ଥ୍ୟ କରପ ହୋଇପାରେ । ସ୍ଥାନ ପରିବର୍ତ୍ତନ ହୋଇପାରେ । ସମ୍ପତିକୁ ନେଇ ଚିନ୍ତା ବଢିପାରେ ।

କନ୍ୟା – ପ୍ରିୟଜନ ମିଳନ ହେବ । ଚାକିରିରେ ପରିବର୍ତ୍ତନ ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା – ପରୀକ୍ଷାରେ ସଫଳତା ମିଳିବ । ପୁରା ଦିନ ବ୍ୟସ୍ତ ରହିବେ । ପରିବାରରେ ଲାଗିରହିଥିବା ବିବାଦ ସମାଧାନ ହେବ ।

ବିଛା – ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବ । ଚାକିରିରେ ମାଲିକଙ୍କ ସହ ବିବାଦ ହୋଇପାରେ ।

ଧନୁ – ପ୍ରେମ ଓ ବିବାହ ମାମଲାରେ ସଫଳତା ମିଳିବ । ସ୍ଥାନ ପରିବର୍ତ୍ତନ ଶୁଭଫଳ ଦେବ । ବିବାଦର ସମାଧାନ ହେବ ।

ମକର – ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚୀନତା ଦୂର ହେବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବ ।

କୁମ୍ଭ – ଅଟକି ରହିଥିବା ଧନ ପ୍ରାପ୍ତି ହେବ । ପୁରୁଣା ଇଚ୍ଛା ପୂରଣ ହେବ । କାମରେ ନୂତନ ସୁଯୋଗ ମିଳିବ ।

ମୀନ – ମାନ-ପ୍ରତିଷ୍ଠା ବୃଦ୍ଧି ହେବ । ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଚାକିରିରେ ସଫଳତା ଦେଖାଦେବ ।

ରାଶିଫଳ  ୩ ନଭେମ୍ବର , ରାଶିଫଳ                                                                                                                              1

ପଢନ୍ତୁ, ୪ ବର୍ଷର ବ୍ୟବଧାନ, ସାର୍ଥକ ପାଇଁ ଆଉଥରେ ସଫଳତା ଆଣିବ ତ?

Related posts

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

ENO Beuro

ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

ENO Beuro

୧୬ ନଭେମ୍ବର, ଗୁରୁବାର – ରାଶିଫଳ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More